HIGHLIGHTS


बिना कार्ययोजना तैयार किये निकाले लाखों रुपए

Pranjal Gupta 2020-05-25 12:14:00    STATE 10484




बिना कार्ययोजना तैयार किये निकाले लाखों रुपए
पीलीभीत, 25 मई 2020, (आरएनआई)। एक तरफ पूरा देश कोरोना वायरस महामारी से ग्रसित है, जिसके चलते पूरे देश मे #Lockdown की स्थिति बनी हुई है। ऐसे में हर कोई Cm राहत कोष एवं Pm राहत कोष में लाखों और हजारों रुपए दान करने में लगा है। यूपी के पीलीभीत जिले में कुछ ऐसे भी लोग है जो सरकारी पैसों का दुरुपयोग करने में जुटे हुए है। जी हां हम बात कर रहे है पीलीभीत जिले के ललौरीखेड़ा ब्लॉक की 9 ग्राम पंचायतों की जिसके सचिव कमल किशोर है। कमल किशोर सचिव ने अपनी ग्राम पंचायतों का बिना कार्ययोजना तैयार किये लाखों रुपयों का बंदरबाट कर लिया। यहाँ ग्राम पंचायत सचिव की कुल 9 ग्राम पंचायत है जिसमे शिवपुरिया, प्यास, हरचुइया, भगवन्तपुर बझेड़ा, भानपुर, मगरासा, खरुआ, हंडा आदि ग्राम पंचायतें शामिल है। जिसमे कमल किशोर सचिव ने लाखों रुपयों का गबन कर लिया बात शिवपुरिया ग्राम पंचायत की की जाए तो यहां शिवपुरिया गांव में हजारी लाल की बैठक से दीनदयाल के घर तक सीसी रोड का निर्माण कार्य हेतु लाखों रुपयो का गबन किया गया। सीसी रोड के निर्माण की बात की जाए तो आज भी वो सड़क अधूरी पड़ी है। जिसका पूरा पैसा फरवरी माह में निकल चुका है। बात आंगनवाड़ी केंद की बात की जाए तो आंगनवाड़ी केंद्र के निर्माण हेतु हजारों रुपयो का गबन जनबरी 2020 में किया गया जिसका आज तक निर्माण नही कराया गया है। इसके अलावा खड़ंजा निर्माण के नाम से लाखो रुपयो का गबन किया गया। दूसरी ग्राम पंचायत भगवंतपुर बझेड़ा में इस #Lockdown में करीब पांच लाख पैसठ हजार रुपए के करीब पैसा निकाला गया है। मुम्बई के बड़ा पाव एवं पानी पूरी की तरह मशहूर एक युवक जिसका नाम धर्मपाल पुत्र दरवारी लाल है जिसके नाम से हजारों रुपये निकाल लिए गए है। जिसका किसी भी ग्राम पंचायत से दूर-दूर तक कोई संबंध नही है। आखिर यह युवक कौन है और ग्राम पंचायत सचिव कमल किशोर क्यो इस युवक पर इतना मेहरबान है। फिलहाल ग्राम पंचायत सचिव कमल किशोर ने अपनी सभी 9 ग्राम पंचायतों से लाखों रुपयों का गबन किया है। जिसका अब कोई हिसाब नही है। बात गांव के विकास की की जाए तो सचिव कमल किशोर की किसी भी ग्राम पंचायत में जिस हिसाब से पैसा इस #Lockdown के दौरान और #Lockdown से पहले निकाल लिया गया है। सबसे ज्यादा पैसा #Lockdown के दौरान निकाला गया जब पूरा देश अपने घरों में कैद है। ऐसे में इन रुपयों का इस्तेमाल आखिर कहाँ किया गया। जबकि गांव में कोई विकास का काम नही किया गया है।




Related News

State

ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନରେ ନୂତନ ଏସପି ଭାବେ ଅନୀଲ କୁମାର ପାତ୍ର ଦାୟିତ୍ଵ ଗ୍ରହଣ
Laxmikanta Nath 2020-07-03 20:31:35
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ ନୂତନ ଏସପି ଭାବେ ଶ୍ରୀ ଅନୀଲ କୁମାର ପାତ୍ର ସ୍ଥାନ ପାଇଛନ୍ତି। ବ୍ରହ୍ମପୁର କୋର୍ଟପେଟା ସ୍ଥିତ ଭିଜିଲାନ୍ସ କାର୍ଯ୍ୟଳୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମିଳିତ ଭାବେ ଏସପି ଅନୀଲ କୁମାର ପାତ୍ରଙ୍କୁ ସ୍ୱାଗତ ଜଣାଇଛନ୍ତି। ଶ୍ରୀ ପାତ୍ର ପୂର୍ବରୁ ଭୁବନେଶ୍ୱରରେ କାର୍ଯ୍ୟରତ ଥିଲେ। ପୂର୍ବରୁ ଥିବା ଏସପି ମାୟାଧର ସ୍ୱାଇଁ ଗତ ୩୦ ତାରିଖରେ କାର୍ଯ୍ୟରୁ ଅବସର ପ୍ରାପ୍ତ ଗ୍ରହଣ କରିଥିଲେ ତା ପରେ ସାନ୍ତୁନୁ ପାଢ଼ୀ ଏସପି ଭାବେ କାର୍ଯ୍ୟ ସମ୍ଭାଳୁ ଥିଲେ କିନ୍ତୁ ଆଜି ଶ୍ରୀ ପାତ୍ର ନିଜ ଦାୟିତ୍ୱ ଗ୍ରହଣ କରିଥିଲେ।
୦୩ ଜୁଲାଇ ଦେଶବ୍ୟାପୀ ପ୍ରତିବାଦକୁ ସଫଳ କରିବା ପାଇଁ ଆଦିବାସୀ ଭାରତ ମହାସଭା ରାସ୍ତାକୁ ଓହ୍ଲାଇଲା
Laxmikanta Nath 2020-07-03 20:31:11
ବ୍ରହ୍ମପୁର: ଶ୍ରମିକ, କୃଷକ ଓ ଆଦିବାସୀ ମାରଣନୀତି ବିରୁଦ୍ଧରେ ୩ ଜୁଲାଇ ଦେଶବ୍ୟାପୀ ପ୍ରତିବାଦକୁ ସଫଳ କରିବା ପାଇଁ ଆଦିବାସୀ ଭାରତ ମହାସଭା(ଏ.ବି.ଏମ୍) ଗଞ୍ଜାମ ଜିଲ୍ଲା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ବ୍ଳକ ଅଫିସ ସମ୍ମୁଖରେ ପ୍ରତିବାଦ ଆୟୋଜିତ ହୋଇଥିଲା । ମୋଦି ସରକାରଙ୍କ ମନୁବାଦୀ, ହିନ୍ଦୁତ୍ୱ, ଏକଛତ୍ରବାଦ ନୀତିକୁ ଦୃଢ ନିନ୍ଦା କରିବା ସହ କରୋନା ସଙ୍କଟ ସମୟରେ କର୍ପୋରେଟ କମ୍ପାନୀ ସ୍ବାର୍ଥରେ ମୋଦୀ ସରକାର ଶ୍ରମିକ, କୃଷକ, ଦଳିତ, ଆଦିବାସୀଙ୍କ ବିରୋଧରେ ସମସ୍ତ ନିଷ୍ପତ୍ତି ନେଇଛନ୍ତି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଆଦିବାସୀ ଭାଇ ଭଉଣୀ ଏକଜୁଟ ହୋଇ ପ୍ରତିବାଦ ସାମିଲ ହୋଇଛନ୍ତି।
କ୍ଷୁଦ୍ର ଚଳଚ୍ଚିତ୍ର ଭିସିଡି ଇତି କଳାକାର ଉବାଚ ଲୋକାର୍ପିତ
Laxmikanta Nath 2020-07-03 20:30:10
ଛତ୍ରପୁର : ରାଜ୍ୟର ସର୍ବବୃହତ୍ କଳାକାର ପ୍ରତିଷ୍ଠାନ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ସ୍ଵନକ୍ଷତ୍ର ଦିବସ ଅବସରରେ କରୋନା ମହାମାରୀ ପ୍ରକୋପ ଜନିତ ନାନାବିଧ କଟକଣା ଭିତରେ ପ୍ରଥମ ବାର୍ଷିକୋତ୍ସବ ପାଳନ କରା ନ ଯାଇ କେବଳ ସଂଘ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ଭିସିଡି "ଇତି କଳାକାର ଉବାଚ" ର ଲୋକାର୍ପିତ ହୋଇଯାଇଛି । ସାମାଜିକ ଦୂରତ୍ବ ତଥା ପ୍ରଶାସନିକ ନିୟମ ପାଳନ ସହିତ ସ୍ଥାନୀୟ ଜାତୀୟ ସଙ୍ଗୀତ କଲକେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଳାକାର ତଥା ପୂର୍ବତନ କର୍ପୋରେଟର ବଦ୍ରି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିସିଡିଟିକୁ ଲୋକାର୍ପିତ କରିବା ସହିତ ମାତ୍ର ଗୋଟାଏ ବର୍ଷ ଅବଧି ଭିତରେ ସଂଘ ଯେଭଳି ଭାବରେ ଉଭୟ କଳା ଓ କଳାକାରଙ୍କ ହୀତ ସାଧନ ତଥା ପ୍ରକୃତ ପଞ୍ଚମ ବେଦର ପ୍ରଚାରକ ଭାବରେ ଜଗତ କଲ୍ୟାଣ କାର୍ଯ୍ୟ ସମ୍ପାଦିତ କରି ଚାଲିଛି ବାସ୍ତବିକ୍ ତାହା ଅତ୍ୟନ୍ତ ପ୍ରଶଂସାର୍ହ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ନୃତ୍ୟ ଶିଳ୍ପୀ ସୁବାସ ଚନ୍ଦ୍ର ସାହୁ ମାମା ଅଧ୍ୟକ୍ଷତା କରିଥିବା ବେଳେ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଥିଲେ । ଲୋକାର୍ପିତ ଭିସିଡିଟିର କାହାଣୀ ଓ ଚିତ୍ରନାଟ୍ୟ ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା ରଚନା କରିଥିବା ବେଳେ ନାଟ୍ୟ ଗୌରବ ଡା. ତିରୁପତି ସାହୁ ନିର୍ଦ୍ଦେଶନା ଦେଇଥିଲେ ।
ଥଣ୍ଡା,କାଶ,ଜ୍ବର ହେଉଥିବା ବ୍ୟକ୍ତି ଚିକିତ୍ସାଳୟ ପରିବର୍ତ୍ତେ କୋଭିଡ୍ କେୟାର ସେଣ୍ଟରକୁ ଯାଇ ନିଜର ଚିକିତ୍ସା କରାନ୍ତୁ – ଜିଲ୍ଲାପାଳ
Laxmikanta Nath 2020-07-03 20:29:08
ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ସହ କୋଭିଡ୍ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ନିର୍ଧାରିତ ଦୈନିକ ମଜୂରୀ ଓ ୮ ଦଫା ଦାବିରେ ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ମନରେଗା ଶ୍ରମିକଙ୍କ ୮ ଜୁଲାଇ ରେ ପଦଯାତ୍ରା
Laxmikanta Nath 2020-07-03 20:26:44
ଛତ୍ରପୁର : କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଗଞାମ କଳାପରିଷଦ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଶ୍ରମିକ ମାନେ ଦୈନିକ ୧୨୦-୧୪୦ ଟଙ୍କାରେ ମାତ୍ର ଖଟୁଛନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି। ଯଦି ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ମଜୂରୀ ଆଇନକୁ ଅବମାନନା ହୋଇପାରୁଛି, ତାହେଲେ ସାରା ରାଜ୍ୟରେ ନରେଗା ଯୋଜନାରେ ମେସିନ ବ୍ୟବହାର, ହରିଲୁଟ ଓ ମଜୂରୀ ହଡପ ସାଧାରଣ କଥା । କରୋନା ମହାମାରୀ ସମୟରେ ଆମ ରାଜ୍ୟର ୩୦ ଲକ୍ଷ ପ୍ରବାସୀ ଶ୍ରମିକ ମଧ୍ୟରୁ ୭ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରମିକ ନିଜ ଭିଟାମାଟିକୁ ଫେରିଛନ୍ତି । ଆମ ଗଞ୍ଜାମ ଜିଲ୍ଲାର କେବଳ ୩ ଲକ୍ଷରୁ ଊର୍ଦ୍ଧ୍ଵ ଫେରିଛନ୍ତି । ସେମାନେ ବହୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ହିଁ ପରିବାର ପ୍ରତିପୋଷଣ ପାଇଁ ଏକମାତ୍ର ବିକଳ୍ପ । ଜିଲ୍ଲାରେ ୧ ଲକ୍ଷ ୪୧ ହଜାର ନରେଗା ପରିବାର କାମ କରୁଥିବା ବେଳେ ଜିଲ୍ଲାରେ ବ୍ୟାପକ ଠକେଇ, ହରିଲୁଟ ଓ ମେସିନ ବ୍ୟବହାର ହେଉଛି ତାସହିତ କମ ମଜୂରୀ ପ୍ରଦାନ ଶ୍ରମିକ ମହଲରେ ନିରାଶା ସୃଷ୍ଟି କରୁଛି । ଏହା ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରୁ ସ୍ବଷ୍ଟ ବାରି ହୁଏ । ୧ ଅପ୍ରେଲ ୨୦୨୦ ଠାରୁ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦୈନିକ ମଜୂରୀ ରେ ୨୦ ଟଙ୍କା ବୃଦ୍ଧି କରି ୨୦୭ କରିଛନ୍ତି କିନ୍ତୁ ଏହି ବ୍ଳକରେ ମାତ୍ର ୧୨୦-୧୪୦ ଟଙ୍କା ରେ ଶ୍ରମିକମାନେ ଖଟୁଛନ୍ତି । ସେଥିରେ ଶ୍ରମିକ ମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ କିପରି ହେବ ? କରୋନା ମହାମାରୀ ସମୟରେ ତାଲାବନ୍ଦ ଯୋଗୁଁ ରୋଜଗାର ହରାଇ ହନ୍ତସନ୍ତ ହେଉଥିବା ବେଳେ ନରେଗା କାମ କରିଥିବା ବଡଖଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ଲକ୍ଷ୍ମୀ ନାଇକ ୫୮ ଦିନର ମଜୁରୀ ପାଇ ନାହାନ୍ତି, ଏପରି ଝିଲ୍ଲୀ, ଝୁନୁ ଆଦି ୧୫୦ ଶ୍ରମିକ କିଏ ତିନୋଟି ତ କିଏ ୫ ଟି ମାଷ୍ଟ୍ର ରୋଲର ମଜୂରୀ ପାଇ ନାହାନ୍ତି, ବଡଖଣ୍ଡି ପଞ୍ଚାୟତ ରେ କେବଳ ୪୭୬ ଟି ବ୍ଲକରେ ସମୁଦାୟ ୪ ହଜାରରୁ ଉର୍ଦ୍ଧ୍ବ ଯାହା ନରେଗା ସାଇଟରେ ଉପଲବ୍ଧ ଅଛି । ମଜୂରୀ ସମ୍ପର୍କରେ ଜେଇ ଠାରୁ ବିଡ଼ିଓ ଙ୍କ ଗୋଟିଏ ଉତ୍ତର ଶ୍ରମିକଙ୍କ ସର୍ବନିମ୍ନ ମଜୂରୀ ପାଇବାର ଯୋଗ୍ୟତା ନାହିଁ । ସର୍ବନିମ୍ନ ମଜୂରୀ ଆଇନ ୧୯୪୮ ଅନୁଯାୟୀ ମଜୂରୀ ପାଇବା ହେଉଛି ଶ୍ରମିକର ହକ, ମୂଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ ଏପରି ଅବମାନନା ହେଉଥିବାରୁ ମୂଖ୍ୟମନ୍ତ୍ରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ପ୍ରକାଶ କରିଛନ୍ତି ।ମନରେଗା ରେ ଯେଉଁ ମନୋମୂଖୀ କାରବାର ଚାଲିଛି ସେଥିରେ ପରିବର୍ତ୍ତନ ପାଇଁ ଆସନ୍ତା ଜୁଲାଇ ୦୮ ରେ ଗାଁ ରୁ ହିଞ୍ଜିଳିକାଟୁ ପଦଯାତ୍ରା ଅନୁଷ୍ଠିତ ହେବ। ନରେଗା ଶ୍ରମିକ, ପ୍ରବାସୀ ଶ୍ରମିକ, କୃଷି ଶ୍ରମିକ, ଭୂମିହୀନ, ଭାଗଚାଷୀ ସମେତ ସମସ୍ତ ଗରିବ ପରିବାର ଏହି ପଦଯାତ୍ରାରେ ସାମିଲ ହୋଇ ସଫଳ କରିବେ ବୋଲି ସୂଚନା ପ୍ର କରିଥିଲେ । ମନରେଗାର ଅବ୍ୟବସ୍ଥା ବିରୁଦ୍ଧରେ ରାଜ୍ୟବ୍ୟାପୀ ପ୍ରତିବାଦ ଗଢି ତୋଳିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପଦଯାତ୍ରାରେ ୮ ଦଫା ଦାବୀ ହେଉଛି ୧. ନିର୍ଧାରିତ ମଜୁରୀ ୨୦୭ ଟଙ୍କା ସହ ବଞ୍ଚିବା ଯୋଗ୍ୟ ମଜୂରୀ ପ୍ରଦାନ କର, ବକେୟା ମଜୂରୀ ତୁରନ୍ତ ପ୍ରଦାନ କର। ୨. ନରେଗାରେ ୨୦୦ ଦିନର କାମ ସହ ଦୈନିକ ମଜୁରୀ ୫୦୦ ଟଙ୍କାକୁ ବୃଦ୍ଧି କର,୩. କୃଷି କ୍ଷେତ୍ରର ଋଆ, ବଛା, କାଟିବା, ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଆଦି କାର୍ଯ୍ୟକୁ ନରେଗା ସହ ଯୋଡି ଶ୍ରମିକଙ୍କ ମଜୂରୀ ପ୍ରଦାନ କର, ୪. ସମସ୍ତ ନରେଗା ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ ସହାୟତା ୧୫୦୦ ଟଙ୍କା ଏବଂ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କର,୫. ରାସନକାର୍ଡରୁ ବଞ୍ଚିତ ହୋଇଥିବା ନରେଗା ଶ୍ରମିକଙ୍କୁ ତୁରନ୍ତ ରାସନକାର୍ଡ ଏବଂ ମୁଣ୍ଡ ପିଛ ୧୦ କେଜି ଚାଉଳ ସହ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କର ଏବଂ ରୋଜଗାର ବିହୀନ ପରିବାରକୁ ମାସିକ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କର,୬. ଅଚଳ ହୋଇ ପଡିଥିବା ସୁତାକଳ, ଚିନିକଳ, ଲୁଗାକଳ ଆଦି ର ପୁନରୁଦ୍ଧାର କରି ନିଯୁକ୍ତି ଦିଅ, ୭. ସଂଘରୋଧ କେନ୍ଦ୍ରରୁ ଫେରିଥିବା ଶ୍ରମିକଙ୍କୁ ୨ ହଜାର ଟଙ୍କା ତୁରନ୍ତ ପ୍ରଦାନ କର, ଗରିବ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାର ସମସ୍ତ ଗରିବ ପରିବାରର ଉନ୍ନତି ର ଦାୟିତ୍ୱ ନିଅ, ୮. ମନରେଗା କାର୍ଯ୍ୟରେ ନିୟୋଜିତ ସମସ୍ତ ମେସିନକୁ ଜବତ ଓ ମଜୂରୀ ହଡପ କରୁଥିବା ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ । ଏହି ଦାବୀକୁ ତୁରନ୍ତ ମାନିନେବା ପାଇଁ ଚାପ ପ୍ରୟୋଗ କରାଯିବ । ସାମ୍ବାଦିକ ସମ୍ମିଳନୀରେ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଜିଲ୍ଲା କମିଟି ସଦସ୍ୟ ପି.ପାର୍ବତୀ, ନରେଗା ଶ୍ରମିକ ସଂଯୁକ୍ତା ନାୟକ, ଲକ୍ଷ୍ମୀ ନାୟକ, ବୁଲି ବେହେରା, ସୁଧିର ନାୟକ, ସୁବାଷ ନାଇକ, ଝୁମୁରି ବେହେରା ଆଦି ଉପସ୍ଥିତ ଥିଲେ ।ରିପୋର୍ଟ-ପ୍ରିୟବ୍ରତ ପଣ୍ଡା
ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ
Laxmikanta Nath 2020-07-03 19:33:47
ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫,୭୦୫କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ – ୩୮, ଖୋର୍ଦ୍ଧା- ୩୭, କଟକ- ୧୮, ଜଗତସିଂହପୁର- ୧୮, ସମ୍ବଲପୁର- ୧୨, ସୁନ୍ଦରଗଡ଼- ୧୨, ଢେଙ୍କାନାଳ-୧୦, ଯାଜପୁର- ୮, ବରଗଡ଼- ୭, ମୟୁରଭଞ୍ଜ- ୬, ରାୟଗଡ଼ା- ୫, ପୁରୀ- ୨, ବାଲେଶ୍ବର ଓ କନ୍ଧମଳ ଜିଲାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଦେବଗଡ଼, ଝାରସୁଗୁଡ଼ା, ମାଲକାନଗିରି, କେନ୍ଦୁଝର ଓ ନବରଙ୍ଗପୁର ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
ଅମିତାଭ ଠାକୁରଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ
Laxmikanta Nath 2020-07-03 19:33:27
ଭୁବନେଶ୍ବର: ଓଡ଼ିଶା ଫେରିବା ନିମନ୍ତେ ପ୍ରବାସୀ ପଞ୍ଜିକରଣ ପ୍ରକୋଷ୍ଠକୁ ନିୟନ୍ତ୍ରଣ କରୁଥିବା କୋଭିଡ-୧୯ ନିୟନ୍ତ୍ରଣ କକ୍ଷକୁ ବନ୍ଦ କରିଛନ୍ତି ସରକାର । ଏହି ନିୟନ୍ତ୍ରଣ କକ୍ଷ ଦାୟିତ୍ବରେ ଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଆଇଜି (ଅପରେସନ) ଅମିତାଭ ଠାକୁରଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ରୂପେ ନିଯୁକ୍ତି ଦିଆଯାଇଛି । ଗୃହ ବିଭାଗ ପକ୍ଷରୁ ଏ ସମ୍ପର୍କରେ ନିର୍ଦେଶନାମା ଜାରି ହୋଇଛି । ଶ୍ରୀ ଠାକୁର ନିଜ ଦାୟିତ୍ବ (ଆଇଜି/ଅପରେସନ) ସହ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବରେ କାର୍ଯ୍ୟ କରିବେ । ସେ କୋଭିଡ ସଂକ୍ରାନ୍ତ କାର୍ଯ୍ୟ ବୁଝାବୁଝି କରିବେ ବୋଲି ସୂଚନା ମିଳିଛି ।
ଘୂର୍ଣ୍ଣିବଳୟ : ୪ଦିନ ବର୍ଷା ସମ୍ଭାବନା
Laxmikanta Nath 2020-07-03 19:33:05
ଭୁବନେଶ୍ବର :ଦକ୍ଷିଣ ଓଡ଼ିଶା ଉପକୂଳ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଭିରେ ରାଜ୍ୟର ଅଳ୍ପ କିଛି ଅଞ୍ଚଳରେ ବର୍ଷା ହୋଇଛି। ତେବେ ଆସନ୍ତା ୨୪ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶା ସମେତ ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁରର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। କୋରାପୁଟ, ଗଜପତି, ରାୟଗଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା, କନ୍ଧମାଳ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁୁଡ଼ା, ସମ୍ବଲପୁର, ଦେବଗଡ଼,ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହିତ ବର୍ଷା ହେବ। ଆସନ୍ତା ୪ତାରିଖରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ଅନ୍ୟାନ୍ୟ ଜିଲାରେ ମଧ୍ୟମ ଧରଣର ବର୍ଷା ହେବ। ବିଶେଷ କରି ମାଲକାନଗିରି, କୋରାପୁଟ, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଅନୁଗୋଳ, ଢ଼େଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୫ ଓ ୬ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ବୈଠକ
Laxmikanta Nath 2020-07-03 19:32:42
ଭଦ୍ରକ : ଆସନ୍ତା ୬ ତାରିଖ ଭଦ୍ରକ କଲେଜର ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଅଧ୍ୟକ୍ଷ ବଙ୍କିମ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ପୁରାତନ ଛାତ୍ର ସଂସଦର ସମ୍ପାଦକ ଅଜୟ ନାୟକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଡ. ପ୍ରସନ୍ନ ବିଶ୍ୱାଳଙ୍କ ବିୟୋଗ ଜନିତ ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଆଜି ତାଙ୍କ ଏକାଦଶାହ ଅବସରରେ ତାଙ୍କ ଅମରଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା ପୂର୍ବକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ଆଲୋଚନା ମାଧ୍ୟମରେ ପ୍ରତିଷ୍ଠା ଦିବସ ପ୍ରତିବର୍ଷ ଭଳି ପୁରାତନ ଛାତ୍ର ସଂସଦ ଏବଂ ମହାବିଦ୍ୟାଳୟ ପରିଚାଳନା ସମିତି ମିଳିତ ଭାବେ ପାଳନ କରିବେ ଏବଂ ଏହାକୁ ସମ୍ପୂର୍ଣ୍ଣ ନିରାଡମ୍ବର ସହକାରେ ସାମାଜିକ ଦୂରତ୍ୱ ରକ୍ଷା କରି ସୀମିତ ଲୋକଙ୍କୁ ନେଇ ପାଳନ କରିବାକୁ ସ୍ଥିର କରାଯାଇଥିଲା । ସମଗ୍ର ବିଶ୍ୱ କରୋନା ମହାମାରୀ କବଳରେ ରହିଥିବାରୁ କୋବିଡ଼ -୧୯ ନିୟମକୁ ମାନି ସତର୍କତାର ସହ ଏହି ଦିବସ ପାଳନ କରିବାକୁ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଚଳିତ ବର୍ଷର ଶିକ୍ଷା ବ୍ୟବସ୍ଥା ଏବଂ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଓ କର୍ମଚାରୀଙ୍କୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ଏ ନେଇ ଏକ ପ୍ରତିନିଧି ଦଳ ରାଜ୍ୟ ଶିକ୍ଷା ବିଭାଗ ସହିତ ତୁରନ୍ତ ଆଲୋଚନା କରିବାକୁ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ଶେଷରେ ପୁରାତନ ଛାତ୍ର ସଂସଦର ସଭ୍ୟ ଗୋକୁଳି ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାରେ ଅମରେନ୍ଦ୍ର ବିଶ୍ୱାଳ, ଅଧ୍ୟାପକ ଦୁର୍ଗାଶଙ୍କର ଦାସ, ଲକ୍ଷ୍ମୀକାନ୍ତ ନାୟକ, ସତ୍ୟନାରାୟଣ ବାରିକ, ଜୟଶ୍ରୀ ମୁଣ୍ଡା, ପି. ଖଟୁଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ସର୍ବ ଭାରତୀୟ ଚିକିତ୍ସକ ଦିବସ ପାଳିତ ଓ ଡାକ୍ତରଙ୍କୁ ସମ୍ବର୍ଦ୍ଧନା
Laxmikanta Nath 2020-07-03 19:32:25
ଭଦ୍ରକ : ହୋଟେଲ ବ୍ଲୁ ଭାଇନ ସମ୍ମିଳନୀ କକ୍ଷରେ ଭାରତୀୟ ଚିକିତ୍ସକ ସଂଘ ଭଦ୍ରକ ଶାଖା ପକ୍ଷରୁ ସଂଘର ସଭାପତି ଡାକ୍ତର ରବୀନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ ପ୍ରାରମ୍ଭିକ ସୂଚନା ଦେଇ ସ୍ୱର୍ଗତ ଡାକ୍ତର ବିଧାନ ରାୟଙ୍କ ବହୁମୁଖୀ ପ୍ରତିଭା ସମ୍ବନ୍ଧରେ ଆଲୋକପାତ କରିଥିଲେ । ବର୍ତ୍ତମାନର ମହାମାରୀ କୋବିଡ଼ - ୧୯କୁ ଆଖି ଆଗରେ ରଖି ସାମାଜିକ ଦରତ୍ୱ ପାଳନ ସହ ସାଙ୍କେତିକ ରୂପେ ନିମ୍ନ ଲିଖିତ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ପ୍ରତିଭାମାନେ ହେଲେ ଡାକ୍ତର ଦୁର୍ଯ୍ୟୋଧନ ଦାସ, ଡାକ୍ତର ଅନିଲ କୁମାର ଦାଶ, ଡାକ୍ତର ସୁରଥ ବିଶ୍ୱାଳ, ଡାକ୍ତର ରବୀନ୍ଦ୍ର ପାଣିଗ୍ରାହୀ, ଡା. ଭଗବାନ ଦୀକ୍ଷିତ, ଡାକ୍ତର ଶତୃଘ୍ନ ହାତୀ, ଡାକ୍ତର ସଂଗୀତା ବଳ, ଡାକ୍ତର ବିକାଶ ନନ୍ଦ, ସାରଥୀ ପଣ୍ଡା, ରଜତ ସାହୁ, ରବିନାରାୟଣ ଖୁଣ୍ଟିଆ, ସଂଯୁକ୍ତା ଦଳେଇ, ଜ୍ୟୋତିଷ ଗୁପ୍ତା ପ୍ରମୁଖଙ୍କୁ ଡାକ୍ତର ପ୍ରଦୀପ ନାୟକ, ଡାକ୍ତର ଝସକେତନ ସାହୁ ଏବଂ ଡାକ୍ତର ଅଧର ନାୟକ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ନିଆଁରେ ଜଳିଗଲେ ନବବଧୂ : ସ୍ୱାମୀ ଅଟକ
Laxmikanta Nath 2020-07-03 19:32:08
ଭଦ୍ରକ : ନବବଧୂ ଜୀବନ୍ତ ଦଗ୍ଧ। ବିବାହର ଚାରି ମାସ ପରେ ଏହିପରି ଅଭାବନୀୟ ଘଟଣା ଘଟିଛି। ଖବର ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସିମୁଳିଆ ଅଣ୍ଡରେଇ ଗାଁର ପ୍ରଞା ପାରମିତା ଜେନା, ଭଦ୍ରକ ଜିଲ୍ଲା ସାବରଙ୍ଗ ଚକପୁର ଗାଁର ତପନ ଜେନାଙ୍କୁ ଚାରି ମାସ ତଳେ ବିବାହ କରିଥିଲେ। ତେବେ ଆଜି ହଠାତ ପ୍ରଞା କିରୋସିନ ଢାଳି ଆତ୍ମହତ୍ୟା କରିଥିବା ନେଇ ଖବର ପାଇଥିଲେ ତାଙ୍କ ପରିବାର ଲୋକେ। ଖବର ପାଇ ଘଟଣାସ୍ଥଳରେ ପ୍ରଞାଙ୍କ ପାରିବା ଲୋକେ ପହଞ୍ଚି, ଏହା ଏକ ଯୌତୁକଜନିତ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଏନେଇ ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି, ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ ଫରେନସିକ ଟିମ ସହାୟତା ରେ ଅଧିକ ତଦନ୍ତ ଜାରି ରଖିଛି। ଏଥିସହ ପ୍ରଞାଙ୍କ ସ୍ୱାମୀ ତପନ ଜେନା ଙ୍କୁ ଅଟକ ରଖାଯାଇଛି। ତେବେ ପରିବାର ର ଅନ୍ୟ ସଦସ୍ୟ ମାନେ ଫେରାର ଥିବା ଜଣାପଡ଼ିଛି। ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରଯାଇନଥିବା ବେଳେ, ଶବ ବ୍ଯବଛେଦ ରିପୋର୍ଟ ଓ ତଦନ୍ତ ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।
ଆଦାନୀ ଫାଉଣ୍ଡେସନ ପକ୍ଷରୁ ‘ବନ ମହୋତ୍ସବ ସପ୍ତାହ ୨୦୨୦’ କାର୍ଯ୍ୟକ୍ରମ
Laxmikanta Nath 2020-07-03 19:31:50
ଭଦ୍ରକ : ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ ସମଗ୍ର ବିଶ୍ୱ ପାଇଁ ଏବେ ବିପଦ ସୃଷ୍ଟି କରୁଛି । ପ୍ରତ୍ୟେକ ବର୍ଷ ପୃଥିବାର ତାପମାନ ବୃଦ୍ଧି ହେବା ସହ ଧିରେ ଧିରେ ଏହା ଏକ ଉତପ୍ତ ପିଣ୍ଡ ପାଲଟିବାକୁ ବସିଲାଣି । ଏଭଳି ସ୍ଥିତିରେ ପରିବେଶ ସନ୍ତୁଳନ ବଜାୟ ରଖିବା ସହ ସବୁଜ ବଳୟ ସୃଷ୍ଟି କରିବା ପାଇଁ ବିପୁଳ ବୃକ୍ଷରୋପଣର ଆବଶ୍ୟକତା ରହିଛି । ଏହିକ୍ରମରେ ଆଦାନୀ ଧାମରା ପୋର୍ଟ ପକ୍ଷରୁ ପୋର୍ଟ ପାରିପାଶ୍ୱର୍ରେ ଥିବା ୯ଟି ଗ୍ରାମ ପଞ୍ଚାୟତରେ ବନ ମହୋତ୍ସବ ସପ୍ତାହ ୨୦୨୦ ଆରମ୍ଭ ହୋଇଛି । ସ୍ଥାନୀୟ ଅଧିବାସୀ, ଗ୍ରାମ ପଞ୍ଚାୟତ ଓ ଆଦାନୀ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଜୁଲାଇ ୭ ପର୍ଯ୍ୟନ୍ତ ଚାଲିବ । ସ୍ୱେଚ୍ଛାକୃତ ଯୋଗଦାନ ସହିତ ସ୍ଥାନୀୟ ଅଧିବାସୀମାନେ ଗାତ ଖୋଳିବା ପାଇଁ ଶ୍ରମଦାନ କରିବା ସହ ଫାର୍ମ ପ୍ରସ୍ତୁତ ଖତସାର ଯୋଗାଇବା, ଗଛର ସୁରକ୍ଷା ଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ନେଇଛନ୍ତି । ଏହି ଅଭିଯାନରେ ଗ୍ରାମ୍ୟ ରାସ୍ତା, ସ୍କୁଲ ପରିସର, ପଞ୍ଚାୟତ ଅଫିସ୍ ଓ ସାଧାରଣ ସ୍ଥାନମାନଙ୍କରେ ବୃକ୍ଷରୋପଣ କରାଯିବ । ଆଦାନୀ ପକ୍ଷରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ୫ଟି ପ୍ରଜାତିର ୧୦୦ଟି ଜଙ୍ଗଲୀ ବୃକ୍ଷ ଯୋଗାଇ ଦିଆଯାଇଛି । ଆଦାନୀ ଧାମରା ପୋର୍ଟର ସିଏସ୍ଆର ଅଂଶ ଆଦାନୀ ଫାଉଣ୍ଡେସନ ଓ ଏହାର ଉଦ୍ୟାନ କୃଷି ବିଭାଗ ଦ୍ୱାରା ଏହି ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯାଉଛି ।
ADANI FOUNDATION OBSERVES VANA MAHOTSAV WEEK
Laxmikanta Nath 2020-07-03 19:31:15
Bhadraka, 03th Jul (RNI) : The weeklong Vana Mahotsav started in 9 GP of Adani Dhamra Port vicinity from 1st July 2020 and will end on 7th July 2020. The celebration will happen in collaboration with the local community, GPs and employees of Adani Group. With the voluntary contribution, the Community is providing shramadan in digging pits, providing Farm Yard Manure (FYM), Tree guard and taking the responsibility of maintenance. The drive will cover Village Road, School premises, Panchayat offices and common places. The Adani Group has provided 100 forestry saplings of 5 species to each GP. The entire drive will be implemented by Adani Foundation – the CSR arm of Adani Dhamra Port and its Horticulture department under the company’s Employee Volunteering Programme.
କାଳିଆ ଯୋଜନା : ଭୁତ ଖାଇଗଲା ଟଙ୍କା
Laxmikanta Nath 2020-07-03 19:30:49
ଭଦ୍ରକ : କୁର୍ପାସିନ୍ଧୁ ସ୍ୱାଇଁ, ପିତା-:ଦୈତାରି ସ୍ୱାଇଁ ,ସାହାଡ଼ା ,ଭଦ୍ରକର ଅଧିବାସୀ ଅଟନ୍ତି | ଉକ୍ତ ହିତାଧିକାରୀ ୨୦୧୯ ମସିହାରେ କାଳିଆ ଯୋଜନା ମାଧ୍ୟମରେ ସାହାଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଉପସ୍ଥିତଥିବା ଅଶୋକ କୁମାର୍ ସାହୁ ନାମକ ବ୍ୟକ୍ତି ତାଙ୍କ ଠାରୁ ଆବେଦନ ପତ୍ର ନେଇ ଅଫିସ୍ ରେ ଦାଖଲ କରିଥିଲେ । ହେଲେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କାଳିଆ ଟଙ୍କା ପାଇନଥିଲେ |ତେଣୁ ସେ ପଞ୍ଚାୟତ ଅଫିସ୍ ରେ ଯାଇ ପଚାରିବାରୁ ସେମାନେ କହିଲେ ଟଙ୍କା ଆକାଉଣ୍ଟ୍କୁ ଯାଇଛି ତୁମେ ପାଇଯିବ, ଏହାକୁ ନେଇ ମନରେ ସନ୍ଦେହ ହେବାରୁ ସାଇବର କ୍ୟମ୍ପରେ ଚେକ କରି ଜାଣିବାକୁ ପାଇଲେ ଯେ ଟଙ୍କା ଆସିଛି କିନ୍ତୁ ତାଙ୍କ ଆକାଉଣ୍ଟ୍ କୁ ନ ଯାଇ ଅଶୋକ କୁମାର ସାହୁ ନାମକ ବ୍ୟକ୍ତି ଙ୍କ SBI ଆକାଉଣ୍ଟ୍ କୁ ଯାଇଛି | ସେଠୁ ସେ ଲୋକ କୁ ପଚାରିବାରୁ ସେ ମନା କରିଥିଲେ ମ ଆକାଉଣ୍ଟ କୁ କୌଣସି କାଳିଆ ପଇସା ଆସି ନାହିଁ | ସେଠୁ ସେ ବ୍ଲକ୍ କୁ ଯାଇଥିଲେ ବ୍ଲକ୍ ଅଧିକାରୀ କହିଲେ ଯେ କୃଷି ଅଧିକାରୀଙ୍କ ପାଖକୁ ଯିବାପାଇଁ ତାହା ପରେ ସେମାନେ କୃଷି ଅଧିକାରୀଙ୍କ ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିପାରିନାହିଁ | ସେମାନେ ମଧ୍ୟ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି | ତେବେ ପ୍ରଶାସନ କୁ ଅନୁରୋଧ ପ୍ରଶାସନ ଏହା କୁ ଗୁରୁତ୍ୱ ସହକାରେ ନେଇ ଉକ୍ତ ହିତାଧିକାରୀ ଙ୍କୁ ନ୍ୟାୟ ଦେବା ସହିତ ଦୋଷୀଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ |
अवैध कच्ची शराब सहित तीन अभियुक्त गिरफ्तार
Pranjal Gupta 2020-07-03 19:22:34
पीलीभीत, 3 जुलाई 2020, (आरएनआई)। यूपी के पीलीभीत जिले में पुलिस अधीक्षक जय प्रकाश के निर्देशन में अपराधियो के विरुद्ध चलाये जा रहे अभियान के क्रम में आज थाना बरखेड़ा व थाना बिलसंडा पुलिस ने अवैध कच्ची शराब बरामदगी व दो बांछित अभियुक्तों सहित तीन अभियुक्तों को पुलिस ने गिरफ्तार कर लिया है। जिसमे पुलिस ने लालता प्रसाद पुत्र मुंशी लाल निवासी भावापुरी थाना बरखेड़ा को गिरफ्तार किया है जिसके पास से पुलिस ने 10 लीटर अवैध कच्ची शराब भी बरामद की है पुलिस ने इसके विरुद्ध 234/2020 धारा (1) आवकारी अधिनियम के तहत मुकदमा दर्ज कर लिया है। वही पुलिस ने वांछित अभियुक्त सियाराम पुत्र जीवनलाल ग्राम कनपरी थाना बिलसंडा के विरुद्ध 05/20 धारा 302 आईपीसी के तहत मुकदमा दर्ज किया है और तीसरा अभियुक्त जयचंद पुत्र ओमप्रकाश निवासी निगोही जनपद शाहजहांपुर 93/20 धारा 363, 366, 376 आईपीसी के तहत मुकदमा दर्ज किया है। साथ ही अभियुक्तों की गिरफ्तारी एवं बरामदगी के संबंध में संबंधित थानों द्वारा आवश्यक वैधानिक कार्यवाही की जा रही है।
सुलतानपुर- अखिल भारतीय उद्योग व्यापार मण्डल ने चीनी सामानों के बहिष्कार का सन्देश देते हुए लॉकडाउन नियमों के पालन की किया अपील
Shyam Chandra Srivastav 2020-07-03 19:02:47
सुलतानपुर, 3 जुलाई 2020, (आरएनआई)। अखिल भारतीय उद्योग व्यापार मंडल के प्रदेश संगठन महामंत्री रवींद्र त्रिपाठी के निर्देश पर सुलतानपुर में लगातार व्यापारियों को अनलाक -२ के दिशा निर्देशों का पालन करने मास्क लगाने व शारीरिक दूरी बनाने के लिए व चाइना सामानों की खरीद -बिक्री न करने के लिए जागरूक किया जा रहा है।
सुलतानपुर जिलाधिकारी ने किया जल संरक्षण गोष्ठी की अध्यक्षता, जल संरक्षण हेतु किया प्रेरित।
Shyam Chandra Srivastav 2020-07-03 19:01:39
सुलतानपुर, 3 जुलाई 2020, (आरएनआई)। जिलाधिकारी सी0 इन्दुमती ने विकास क्षेत्र दूबेपुर की ग्राम पंचायत दूबेपुर में जल की महत्ता एवं जल संरक्षण पर विभिन्न विभागों के समन्वय से आयोजित गोष्ठी की अध्यक्षता कर ग्रामवासियों को जल के संरक्षण एवं उसकी महत्ता पर सम्बन्धित विभागों के अधिकारियों/विशेषज्ञों तथा वैज्ञानिकों के माध्यम से जनता को प्रेरित किया एवं गोष्ठी में महिलाओं की भागीदारी को देखकर प्रसन्नता व्यक्त की और उन्होंने कहा कि जल संरक्षण में महिलाओं की मह्ती भूमिका होती है। उन्होंने कहा कि गॉव का विकास तभी सम्भव है जब प्रत्येक व्यक्ति इसके हेतु कटिबद्ध हों।
सुलतानपुर- आम आदमी पार्टी ने पीएम केयर फण्ड में चीन से लिये गये चन्दे का एसडीएम को ज्ञापन सौंपकर किया विरोध
Shyam Chandra Srivastav 2020-07-03 19:00:22
सुलतानपुर, 3 जुलाई 2020, (आरएनआई)। कादीपुर विधानसभा क्षेत्र आम आदमी पार्टी के विधानसभा प्रभारी सुरेश चंद एडवोकेट अगुवाई में उप जिलाधिकारी कादीपुर के माध्यम से राष्ट्रपति को सम्बोधित ज्ञापन प्रेषित किया। विधानसभा प्रभारी सुरेश कुमार ने बताया कि पूरे उत्तर प्रदेश में आप कार्यकर्ताओं ने मोदी सरकार द्वारा पीएम केयर्स फंड में दुश्मन देश चीन की कंपनियों से लिए गए चंदे का विरोध किया जा रहा है। आप कार्यकर्ताओं ने चंदे को वापस लौटाने की मांग किया है। चीन जैसे गद्दार देश ने भारत के 20 जवानों को शहीद कर दिया। वही केंद्र सरकार दुश्मन देश के चंदे का लुप्त उठाने में पीछे नहीं है ।हमारे प्रधानमंत्री ने कहा था कि जवानों की शहादत बेकार नहीं जाएगी और चीनी एप्स बंद करके दिखावे की राजनीति दूसरी ओर दुश्मन देश के झंडे का इस्तेमाल कर रही है। केंद्र सरकार का यह दोहरा रवैया शहीद जवानों और भारत की 130 करोड़ जनता का अपमान है।
सुलतानपुर- सरस्वती शिशु मंदिर झारखण्ड में शिक्षण व्यवस्था के निमित्त बैठक आयोजित
Shyam Chandra Srivastav 2020-07-03 18:59:04
सुलतानपुर, 3 जुलाई 2020, (आरएनआई)। संस्कार एवं गुणवत्ता परक शिक्षा प्रदान करना हमारी प्राथमिकता है। लॉकडाउन के इस विपरीत माहौल में बच्चों की शिक्षा व संस्कार को बनाए रखना सभी आचार्यों व विद्यालय परिवार का कर्तव्य है।
काशी में सादगी पूर्ण ढंग से मनाया गया अखिल भारतीय कायस्थ महासभा के राष्ट्रीय अध्यक्ष सुबोध कांत सहाय का जन्म दिन
Shyam Chandra Srivastav 2020-07-03 18:58:26
सुलतानपुर, 3 जुलाई 2020, (आरएनआई)। अखिल भारतीय कायस्थ महासभा के राष्ट्रीय अध्यक्ष पूर्व केंद्रीय कैबिनेट मंत्री सुबोध कांत सहाय का काशी की पावन धरती पर राष्ट्रीय उपाध्यक्ष डॉ मुकेश श्रीवास्तव के नेतृत्व में केक काटकर मनाया गया ।

Top Stories

Home | Privacy Policy | Terms & Condition | Why RNI?