HIGHLIGHTS


ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚ୍ଚିବଙ୍କ ସମୀକ୍ଷା

Laxmikanta Nath 2020-08-05 22:47:15    STATE 673
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚ୍ଚିବଙ୍କ ସମୀକ୍ଷା
ଛତ୍ରପୁର : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚ୍ଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଚିକିତ୍ସା କେନ୍ଦ୍ରର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ଚାଲିଥିବା ଚିକିତ୍ସା ସେବା ସମ୍ପର୍କରେ ସମୀକ୍ଷା କରି ଟାଟା, ଅଶ୍ବିନୀ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଭିତ୍ତି ଏବଂ ଅସୁବିଧା ସମ୍ପର୍କରେ ସଂପୃକ୍ତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାବାସୀଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ଯେଉଁଠାରେ ଯାହା ଅସୁବିଧା ରହିଛି ସେଗୁଡିକର ସମାଧାନ ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମୀକ୍ଷା ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇ କୋଭିଡ୍ ପରିଚାଳନାଗତ ସମସ୍ୟା ମାନ ସଚ୍ଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାକୁ ଅଧିକ ସଂଖ୍ୟକ ପ୍ରବାସୀ ଆସିଥିବା ଯୋଗୁଁ ସଂକ୍ରମଣ ସଂଖ୍ୟା ଅଧିକ ହେବା ଏବଂ ସେହି ଅନୁପାତରେ ଗତ ସପ୍ତାହ ଠାରୁ ସଂକ୍ରମିତ ବ୍ୟକ୍ତି ଅଧିକ ସଂଖ୍ୟାରେ ଆରୋଗ୍ୟଲାଭ କରୁଥିବା ପ୍ରକାଶ କରିଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚ୍ଚିବ ଶ୍ରୀ ମହାପାତ୍ର ଜଣାଇଥିଲେଯେ ଗଞ୍ଜାମ ଜିଲ୍ଲା ସକାଶେ ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର ଦୃଷ୍ଟି ରହିଛି । ଯେତେ ସମ୍ଭବ ଜିଲ୍ଲାବାସୀଙ୍କୁ ଉତ୍ତମ ସେବା ପ୍ରଦାନ କରାଯାଇ କରୋନା ସଂକ୍ରମଣକୁ ରୋକାଯିବାର ପ୍ରୟାସ ଚାଲିଛି । କରୋନା ସଂକ୍ରମଣକୁ ରୋକିବା ଏବଂ ସଂକ୍ରମିତ ବ୍ୟକ୍ତିଙ୍କୁ ସୁସ୍ଥ କରିବା ଦିଗରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମହାନଗର ନିଗମ କମିଶନର, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ, ସମସ୍ତ ଉପଜିଲ୍ଲାପାଳ, ଡାକ୍ତରୀ ଦଳ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀ ଅହରହ ଉଦ୍ୟମ କରିଛନ୍ତି. ଏଥିଯୋଗଁ ସେମାନଙ୍କ ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରି କୃତଜ୍ଞତା ଜଣାଇଥିଲେ । ସମ୍ପ୍ରତି ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା କମୁଛି ଏବଂ ସଂକ୍ରମିତ ବ୍ୟକ୍ତି ବହୁସଂଖ୍ୟାରେ ଆରୋଗ୍ୟଲାଭ କରି ଡିସଚାର୍ଯ ହେଉଛନ୍ତି । ଜଣେ ବ୍ୟକ୍ତି ସଂକ୍ରମିତ ହୋଇ ଉପଯୁକ୍ତ ଚିକିତ୍ସା ଦ୍ବାରା ଦଶ ଦିନ ମଧ୍ୟରେ ସୁସ୍ଥ ହେଉଛନ୍ତି । ଆଇ.ସି.ଏମ୍.ଆର୍. ଗାଇଡ୍ ଲାଇନ୍ ପ୍ରକାରେ ଏମାନଙ୍କୁ ଡିସଚାର୍ଯ କରାଯାଉ । ଜିଲ୍ଲାରେ ଚିକିତ୍ସା ସକାଶେ ବେଡ୍ ର କୌଣସି ଅଭାବ ନାହିଁ । ନୟାଗଡ, କନ୍ଧମାଳ ଭଳି ନିକଟବର୍ତ୍ତୀ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ଯଦି ଆବଶ୍ୟକ ପଡେ ତେବେ ନିକଟବର୍ତ୍ତୀ ଜିଲ୍ଲାର ସହଯୋଗ ନେଇ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଇପାରିବ ।

ମୋ ସରକାର ଅଧି୍ନରେ ହସ୍ପିଟାଲ ଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚ୍ଚିବ ସିଧା ସଳଖ ଟେଲିଫୋନ୍ ଜରିଆରେ କରୋନା ଚିକିତ୍ସିତ ହେଉଥିବା ବ୍ୟକ୍ତି ବିଶେଷଙ୍କ କଥା ପଚାରି ବୁଝୁଛନ୍ତି । ଚିକିତ୍ସା, ଖାଦ୍ୟ ଓ ସଫେଇ କାର୍ଯ୍ୟ କୁ ସଠିକ ଓ ଅଧିକ ଯତ୍ନର ସହିତ ପରିଚାଳନା କରିବାକୁ ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ଶ୍ରୀ ମହାପାତ୍ର ଜଣାଇଥିଲେ । ସଂକ୍ରମଣ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତି ବିଶେଷଙ୍କୁ ଯାହାର ଘରେ ଏକୁଟିଆ ରହିବାର ସୁବିଧା ଅଛି ସେମାନଙ୍କୁ ତାଙ୍କ ନିଜ ଘରେ ରଖି ଚିକିତ୍ସା କରାଯାଉ, ଯଦ୍ବାରା ସେମାନଙ୍କ ମାନସିକ ଅବସ୍ଥା ଭଲ ରହିବ ଏବଂ ସେମାନେ ଖୁବ୍ ଶୀଘ୍ର ସୁସ୍ଥ ହୋଇପାରିବେ । ଚିକିତ୍ସାଳୟର ଶୌଚାଳୟ ବ୍ୟତୀତ ଅନ୍ୟସବୁ ଅଞ୍ଚଳରେ ସିସିଟିଭି ଲଗାଯାଉ ଯଦ୍ବାରା ରୋଗୀଙ୍କ ଚିକିତ୍ସା କିପରି ଚାଲିଛି ସେଦିଗରେ ନଜର ରଖାଯାଇପାରିବ ।

ଟାଟାହସ୍ପିଟାଲର ସ୍ଥିତି ସମ୍ପର୍କରେ ଡାକ୍ତର ତ୍ରିପତି ପାଣିଗ୍ରାହୀ ଜଣାଇଥିଲେଯେ ବର୍ତ୍ତମାନର ଚିକିତ୍ସା ପଦ୍ଧତି ଦ୍ବାରା କ୍ରମାଗତ ଭାବେ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି ଏବଂ ଅଧିକ ପରିମାଣରେ ସୁସ୍ଥ ହୋଇ ଡିସଚାର୍ଯ ହେଉଛନ୍ତି । ୪୦ଗୋଟି ବେଡ୍ ରେ ଅକ୍ସିଜେନର ସୁବିଧା ଦିଆଯାଇଛି ଏବଂ ଆଗାମୀ ଦଶ ଦିନ ମଧ୍ୟରେ ସେଣ୍ଟ୍ରାଲି ଅକ୍ସିଜେନ୍ ସୁବିଧା କରି ସମସ୍ତ ବେଡ୍ କୁ ଅକ୍ସିଜେନ ଯୋଗାଇ ଦିଆଯିବ । ଆଠ ଗୋଟି ଆଇ.ସି.ୟୁ. , ୧୫ ଗୋଟି ଆଇ.ସି.ୟୁ. କ୍ୟାବିନ୍ ଥିବା ଜଣାଇଥିଲେ । ଏହାକୁ ବୃଦ୍ଧିକରି ୩୪ କ୍ୟାବିନ୍ କରାଯିବ । ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ହେଲେ ଚିକିତ୍ସା ସୁବିଧା ଆହୁରି ଉତ୍ତମ ହେବ ବୋଲି ଜଣାଇଥିଲେ । ଅତିରିକ୍ତ ସଚ୍ଚିବ ଶ୍ରୀ ମହାପାତ୍ର ସେହିଠାରେ ହିଁ ଡାକ୍ତର ସମସ୍ୟା ସମାଧାନ କରିଥିଲେ । ସାତଦିନ ଅନ୍ତରରେ ଡାକ୍ତର ଓ ନର୍ସ ମାନଙ୍କୁ ଚିକିତ୍ସା କାର୍ଯ୍ୟରେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯଦ୍ବାରା ଡାକ୍ତର ଓ ନର୍ସଙ୍କ ବିଶ୍ରାମ ପରେ ଚିକିତ୍ସାର ମାନ ବୃଦ୍ଧି ହେବ ଓ ସେମାନେ ସଂକ୍ରମଣରୁ ରକ୍ଷାପାଇବେ । ଉତ୍ତମ ଖାଦ୍ୟ, ହସ୍ପିଟାଲର ପରିବେଶ, ଶୌଚାଳୟର ସଫେଇ ଓ ଉତ୍ତମ ଚିକିତ୍ସା ଦିଗରେ ଶ୍ରୀ ମହାପାତ୍ର ଗୁରୁତ୍ବ ଦେଇଥିଲେ । ଜିଲ୍ଲାପାଳ ଜଣାଇଥିଲେଯେ, ଯଦି କୌଣସି ସଂକ୍ରମିତ ବ୍ୟକ୍ତି ଆସନ୍ତି ତେବେ ଅବହେଳା ନ କରି ତୁରନ୍ତ ଚିକିତ୍ସା ଆରମ୍ଭ କରନ୍ତୁ ତା ପରେ ଯାଇ ସେମାନଙ୍କର ଆଡମିଶନ୍ ପ୍ରକ୍ରିୟା କରିବେ । କୋଭିଡ୍ କେୟାର ସେଣ୍ଟର, ଟାଟା, ଅଶ୍ବିନୀ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ କୋଭିଡ୍ ପରିଚାଳନା ନିମନ୍ତେ ଗୋଟିଏ ହ୍ବାଟ୍ସ ଆପ୍ ଗୃପ୍ କରି ସଂକ୍ରମିତ ବ୍ୟକ୍ତି ସ୍ଥାନାନ୍ତର ପ୍ରକ୍ରିୟାକୁ ସୁଦୃଢ କରିବାକୁ ସଂପୃକ୍ତ ଅଧିକାରୀ ଗଣଙ୍କୁ ଜଣାଇଥିଲେ ଯ ଦ୍ବାରା ସମନ୍ବୟର ଅଭାବ ରହିବ ନାହିଁ ଓ ଖୁବ୍ ଶୀଘ୍ର ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇପାରିବ ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ଅସୁବିଧା ହେବ ନାହିଁ । ଗର୍ଭବତୀ ମହିଳାଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ସ୍ଥାନାନ୍ତର କରି ଚିକିତ୍ସା କରିବାକୁ ବୈଠକରେ ସ୍ଥିର ହୋଇଥିଲା । ଏହା ଫଳରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ଗର୍ଭବତୀ ମହିଳାଙ୍କୁ ଉତ୍ତମ ଚିକିତ୍ସା ସହିତ ପ୍ରସବ ପ୍ରକ୍ରିୟାରେ ଅସୁବିଧା ହେବନାହିଁ । ଯେଉଁ ଗର୍ଭବତୀ ମହିଳାଙ୍କ ସାଧାରଣ ଭାବେ ପ୍ରସବ ହୋଇପାରିବ ସେମାନଙ୍କୁ ସିଟି ହସ୍ପିଟାଲରେ ରଖି ଚିକିତ୍ସା କରାଯାଉ । ପିଜି ଡାକ୍ତରୀ ଛାତ୍ରମାନେ କୋଭି଼ଡ୍ କାର୍ଯ୍ୟରେ ନିଯୁକ୍ତ ହେବେ । ସେମାନଙ୍କ ପିଜି କୋର୍ସ ରେ କୋଭିଡ୍ ଚିକିତ୍ସା ଅନ୍ତର୍ଭୁକ୍ତ ହେବ ବୋଲି ଏମ୍.ସି.ଆଇ. ଗାଇଡ୍ ଲାଇନ୍ ଜାରି କରିଥିବା ଶ୍ରୀ ମହାପାତ୍ର ଅବଗତ କରାଇଥିଲେ । ଆଜିଠାରୁ ଅଶ୍ବିନୀ ହସ୍ପିଟାଲ ରେ ଆଡମିଶନ୍ ପ୍ରକ୍ରିୟା ଆରମ୍ଭ କରାଯିବ । ଟାଟା, ଅଶ୍ବିନୀ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ରେ ଯାହାଯାହା ଅସୁବିଧା ରହିଛି ତାହା ଖୋଲାଖୋଲି ଭାବେ ଆଲୋଚନା କରାଯାଇ ଅସୁବିଧା ଗୁଡିକ ସମାଧାନ କରାଯାଇଥିଲା । ଜିଲ୍ଲାକୁ ଆହୁରି ଅଧିକ ସଂଖ୍ୟକ ଡାକ୍ତର ଦିଆଯାଉଥିବା ଶ୍ରୀ ମହାପାତ୍ର ଅବଗତ କରାଇଥିଲେ । କୌଣସି ଠାରେ କୌଣସି ଅଧିକାରୀ ନିଜ କାର୍ଯ୍ୟରେ ଅବହେଳା କରୁଥିବା ଦୃଷ୍ଟିକୁ ଆସିଲେ ସେମାନଙ୍କ ବିରୁଦ୍ଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚ୍ଚିବ ଜଣାଇଥିଲେ ।

ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୋଲ୍ ପଟଓ୍ବାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପ୍ରିନସିପାଲ ଡା. ଦିପ୍ତୀମୟୀ ତ୍ରିପାଠୀ, ଚେୟାର୍ ମ୍ୟାନ୍ ଅଶ୍ବିନୀ ଙସ୍ପିଟାଲ ଡା. ସୁବ୍ରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ରିପୋର୍ଟ-ପ୍ରିୟବ୍ରତ ପଣ୍ଡା









Related News

State

जिलाधिकारी द्वारा आज जिला बेसिक शिक्षा कार्यालय में मिशन कायाकल्प के अन्तर्गत कन्ट्रोलरूम का किया गया शुभारम्भ
Pranjal Gupta 2020-09-28 19:50:19
पीलीभीत, 28 सितंबर 2020, (आरएनआई)। यूपी के पीलीभीत जिले में जिलाधिकारी पुलकित खरे द्वारा आज जिला बेसिक शिक्षा कार्यालय में मिशन कायाकल्प योजना के अन्तर्गत स्थापित कंट्रोल रूम का शुभारम्भ किया गया।
मथुरा बृज चौरासी कोस को तीर्थ स्थल घोषित कराने की मांग के साथ गोवर्धन पहुची विप्र चेतना यात्रा की हुयी भव्य अगवानी
Manish Kumar Sharma 2020-09-28 19:38:30
गोवर्धन, 28 सितंबर 2020, (आरएनआई)। उत्तर प्रदेश युवा ब्राह्मण महासभा द्वारा आयोजित विप्र चेतना यात्रा के गोवर्धन पहुचने पर भव्य स्वागत के साथ अगवानी की गयी।  मथुरा से ब्रज चौरासी कोस को तीर्थस्थल घोषित कराने और ब्राह्मणों को आपसी मतभेद भुलाकर एकजुट होने का संदेश लेकर युवा चेतना यात्रा गोवर्धन पहुची थी। 
दूध, खोया, तेल, मशाले एवं अन्य खाद्य सामग्री में मिलावट करने वाले बड़े दुकानदारों एवं थोक व्यापरियों के विरूद्व एफआईआर दर्ज कराते हुए गैंगस्टर की कार्यवाही सुनिश्चित करें :- जिलाधिकारी
Laxmi Kant Pathak 2020-09-28 17:27:03
हरदोई, 28 सितंबर 2020, (आरएनआई)। खाद्य सुरक्षा एवं औषधि प्रशासन के अन्तर्गत गठित जिला स्तरीय समिति की कलेक्टेªट सभागार में आयोजित बैठक की अध्यक्षता करते हुए जिलाधिकारी अविनाश कुमार ने अभिहित अधिकारी सतीश कुमार को निर्देश दिये कि आम जनमानस के स्वास्थ्य के खिलवाड़ करने के लिए दूध, खोया, तेल, मशाले एवं अन्य खाद्य सामग्री में मिलावट करने वाले बड़े दुकानादारों एवं थोक व्यापरियों के सैम्पल लें और सैम्पल जांच में स्वास्थ्य के लिए किसी भी प्रकार की हानिकारक वस्तु पाये जाने पर संबंधित के विरूद्व एफआईआर दर्ज कराते हुए गैंगस्टर की कार्यवाही सुनिश्चित करें। बैठक में जिलाधिकारी ने कहा कि जो व्यापारी/उद्यमी अपना व्यापार नियम-कानून एवं शुद्वता के आधार पर कर रहे है उनके विरूद्व कोई कार्यवाही न करें।
पीड़ित महिलाओं एवं बालिकाओं को समय पर आर्थिक सहायता उपलब्ध करायें :- जिलाधिकारी
Laxmi Kant Pathak 2020-09-28 17:25:19
हरदोई, 28 सितंबर 2020, (आरएनआई)। कल्कट्रेट सभागार में उ0प्र0 रानी लक्ष्मीबाई महिला एवं बाल सम्मान कोष के क्रियान्वयन के सम्बन्ध में आहूत बैठक की अध्यक्षता करते हुए जिलाधिकारी अविनाश कुमार ने जिला प्रोबेशन अधिकारी सुशील कुमार सिंह को निर्देश दिये कि एसिड अटैक, यौन हिंसा एवं अन्य जघन्य अपराध से पीड़ित महिलाओं एवं बालिकाओं के सम्बन्ध में शासन के निर्देशानुसार त्वरित कार्यवाही कराते हुए समय पर आर्थिक सहायता उपलब्ध करायें।
शहीद भगत सिंह की जयंती पर सपाइयों ने भगत सिंह की प्रतिमा पर किया माल्यार्पण
Laxmi Kant Pathak 2020-09-28 16:31:16
हरदोई, 28 सितंबर 2020, (आरएनआई)। शहीद उद्धान में समाजवादी पार्टी के जिलाध्यक्ष जितेंद्र वर्मा जीतू पटेल व समाजवादी पार्टी के नेताओं कार्यकर्ताओं ने महान क्रांतिकारी महान स्वतंत्रता सेनानी शहीद भगत सिंह जी की जयंती पर मूर्ति पर माल्यार्पण व श्रद्धा सुमन अर्पित कर जयंती मनाई समाजवादी पार्टी के जिलाध्यक्ष जितेंद्र वर्मा जीतू पटेल ने कहा कि शहीद भगत सिंह जी भारत के सबसे बड़े समाजवादी नेता थे शहीद भगत सिंह जी ने अपने प्राणों की आहुति देकर भारत माता की लाज रखी उन्होंने कहा कि देश शहीद भगत सिंह जी के योगदान को हमेशा याद रखेगा उन्होंने कहा कि भगत सिंह जी के फाँसी के फंदे पर झूलते वक्त उनकी आंखो में देश की आजादी का जुनून था आजादी की जो अलख उन्होंने लगाई उसी त्याग की बदौलत भारत को आजादी मिली
पुलिस के दम पर किसानों की आवाज दबाने की साजिश सफल नहीं होने देंगे :- आशीष सिंह
Laxmi Kant Pathak 2020-09-28 16:13:50
हरदोई, 28 सितंबर 2020, (आरएनआई)। उत्तर प्रदेश कांग्रेस कमेटी के अध्यक्ष अजय कुमार लल्लू के आवाहन पर लखनऊ के किसान आंदोलन में पुलिस को चकमा देते हुए जिलाध्यक्ष आशीष कुमार सिंह के साथ सैकड़ों कांग्रेस कार्यकर्ता लखनऊ पहुँचे।
सरदार भगत सिंह प्रत्येक भारतवासी के हृदय में बसते हैं :- मुकुल सिंह
Laxmi Kant Pathak 2020-09-28 14:06:04
हरदोई, 28 सितंबर 2020, (आरएनआई)। समाजवादी पार्टी छात्र सभा के निवर्तमान राष्ट्रीय सचिव मुकुल सिंह आशा ने भारत की आजादी के लिए अपने प्राण न्यौछावर करने वाले अमर क्रांतिकारी सरदार भगत सिंह की 113 वीं जयंती पर पुष्प अर्पित कर सादर नमन किया।
समाजवादी सरकार बनने पर अर्जुनपुर पुल निर्माण कराया जाएगा :- रामज्ञान गुप्ता
Laxmi Kant Pathak 2020-09-28 14:04:00
हरदोई, 28 सितंबर 2020, (आरएनआई)। समाजवादी मुलायम सिंह यूथ ब्रिगेड के पूर्व जिलाध्यक्ष रामज्ञान गुप्ता ने 44 वें दिन हरदोई सवायजपुर विधानसभा के गांव दहेलिया बाजार में बैठक कर समाजवादी नीतियों को बताया।
ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ପ୍ରଗତି ଏବଂ ଅନ୍ୟାନ୍ୟ ଯୋଜନା ସମ୍ପର୍କିତ ସମନ୍ବୟ ବୈଠକ
Laxmikanta Nath 2020-09-27 20:55:53
ଛତ୍ରପୁର ତା.୨୬.୦୯.୨୦ ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ବାରା କାର୍ଯ୍ୟକାରି ହେଉଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ପ୍ରଗତି ଏବଂ ଅନ୍ୟାନ୍ୟ ଯୋଜନା ସମ୍ପର୍କିତ ସମନ୍ବୟ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗୁଡିକ ପୂର୍ବରୁ ଅନୁମୋଦନ ଲାଭ କରିଛି ଏବଂ ସେଗୁଡିକ ଯେପରି ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇପାରିବ ସେଥି ସକାଶେ ଦୃଷ୍ଟି ଦେବାକୁ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ । ମୋ କାରି ବଗିଚା ଯୋଜନାରେ ହିତାଧିକାରୀଗଣ ଯେପରି ଅଧିକ ଲାଭବାନ ହୋଇପାରିବେ ସେ ଦିଗରେ ତତ୍ପରତା ପ୍ରକାଶ କରିବାକୁ ଜିଲ୍ଲାପାଳ ପ୍ରବର୍ତ୍ତାଇ ଥିଲେ । ଯେଉଁ ବ୍ଲକ୍ ରେ ଯେଉଁ ଯୋଜନା ଗୁଡିକ ସଫଳତା ଲାଭ କରିଛି ଓ ହିତାଧିକାରୀ ଅଧିକ ପରିମାଣରେ ଲାଭବାନ ହେଉଛନ୍ତି ସେହି ବ୍ଲକ୍ କୁ ଅନ୍ୟ ବ୍ଲକ୍ ର ବୈଷୟିକ ଯନ୍ତ୍ରୀ ଏବଂ ସଂପୃକ୍ତ ଅଧିକାରୀ ପରିଦର୍ଶନ କରି ତାହା ନିଜ ବ୍ଲକ୍ ରେ ମଧ୍ୟ କାର୍ଯ୍ୟକାରୀ କରାଇ ପାରିବେ । ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନିଜେ କ୍ଷେତ୍ର ପରିଭ୍ରମଣ କରି କାର୍ଯ୍ୟ ଗୁଡିକୁ ତଦାରଖ କଲେ କାର୍ଯ୍ୟ ଶୈଳୀ ଉନ୍ନତ ମାନର ହେବ । ଗାଈ ନିମନ୍ତେ ଚାରା କିପରି ଉତ୍ପାଦିତ ହୋଇପାରିବ ସେଥିସକାଶ୍ ୧୧ ହଜାର ଏକର ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ତନ୍ମଧ୍ୟରୁ ୬୭୮ ହଜାର ଅନୁମୋଦନ ହୋଇଛି । ତାହା ଚଳିତ ମାସ ଶେଷ ସୁଦ୍ଧା ଯେପରି କାର୍ଯ୍ୟ ଆରମ୍ଭ ହେବ ତାହାନେଇ ଗୁରୁତ୍ବ ଦିଆଯାଇଛି । ଓଡିଶା ଜିବୀକା ମିଶନ୍, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଉଦ୍ୟାନ ବିଭାଗର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମ କିଭଳି ସମ୍ପନ୍ନ ହେବ ସେଥି ସକାଶେ ସୁବିସ୍ତୃତ ଆଲୋଚନା ହୋଇଛି । ରିପୋର୍ଟ-ପ୍ରିୟବ୍ରତ ପଣ୍ଡା
ବ୍ରହ୍ମପୁର ସହରରେ ତ୍ରୀବିନାତ୍ମକ ବିଶ୍ବଶାନ୍ତି ମହାଯଜ୍ଞ ।
Laxmikanta Nath 2020-09-27 20:55:48
ବ୍ରହ୍ମପୁର:୨୭/୯:- ରାଜ୍ୟରେ ଚାଲିଥିବା କୋରନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଧାର ଆସିଛି । ବ୍ରହ୍ମପୁର ସହର ରେ ମଧ୍ୟ ଏବେ ଧୀରେ ଧୀରେ କମିବାରେ ଲାଗିଛି । ଏହାକୁ ସମ୍ପୁର୍ଣ୍ଣ ପ୍ରତିହିତ କରିବା ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ ଓ ସଲଗ୍ନ ବ୍ରାହ୍ମଣ ପୁରୋହିତ ପଣ୍ଡିତ ମାନଙ୍କ ଦ୍ବାରା ଗତ ୨୪ ତାରିଖ ଠାରୁ ତା ୪ଦିନ ଧରି ଏହି ତ୍ରୀବିନାତ୍ମକ ବିଶ୍ବଶାନ୍ତି ମହାଯଜ୍ଞ ଆୟୋଜିତ ହୋଇଥିଲା। ଏହି ମହାଯଜ୍ଞ ସ୍ଥାନୀୟ ହରିଡାଖଣ୍ଡି ବାଲୁଙ୍କେଶ୍ବର ଶିବ ମନ୍ଦିର ନିକଟସ୍ଥ ଶ୍ରୀ ଶ୍ରୀ କାଶୀ ବିଶ୍ବନାଥ ମହାଦେବଙ୍କ ପୀଠ ପ୍ରାଙ୍ଗଣରେ ବିଶ୍ବର ଜନ କଲ୍ୟାଣ ଓ ମହାମାରୀ ରୋଗର ଉପଶମ ପାଇଁ ଦିବ୍ୟ ପଣ୍ଡିତ ମାନଙ୍କ ମିଳିତ ଆନୁକୁଲ୍ୟରେ ହରିହରାତ୍ମକ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ନାହୁତି ‍ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଥାନାଧିକାରୀଙ୍କ ସ୍ବୀକୃତି ପ୍ରାପ୍ତ ହୋଇଥିଲା ଏବଂ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍ ନିମନ୍ତେ ଧାର୍ଯ୍ୟ ହୋଇଥିବା ନିୟମାବଳି ଗୁଡିକୁ ମଧ୍ୟ ପାଳନ କରାଯାଇ ଉକ୍ତ ମାଙ୍ଗଳିକ କାର୍ଯ୍ୟକ୍ରମକୁ ସମ୍ପାଦକ କରାଯାଇଥିଲା । ଏହାସହ ସ୍ବଳ୍ପ ବ୍ରାହ୍ମଣ ଏବଂ ବିନା ଭକ୍ତମାନଙ୍କ ଦ୍ଵାରା ଅନୁଷ୍ଠିତ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ପରିଚାଳକ ପଣ୍ଡିତ ଉମାକାନ୍ତ ରଥ ଶର୍ମା, ପଣ୍ଡିତ ବାବୁଲା କୁମାର ସଢଙ୍ଗୀ, ଆଚାର୍ଯ୍ୟ ବିରୁପାକ୍ଷ ରଥ, ପ୍ରଚାରକ ହେମନ୍ତ କୁମାର ଶତପଥି, ସନ୍ତୋଷ କର ଶର୍ମା, ଗୋବିନ୍ଦ ଦାସ, କିରଣ କୁମାର ପାଢୀ, ବିଶଙ୍କ ଦାସ, ରାମକୃଷ୍ଣ ସଢଙ୍ଗୀ, ବିଶ୍ବଚରଣ ସଢଙ୍ଗୀ, ନିରଂଜନ ନନ୍ଦଙ୍କ ସମେତ ସମସ୍ତ ପଣ୍ଡିତଗଣ ମାନଙ୍କ ତତ୍ବାବଧାନରେ କାର୍ଯ୍ୟଟିକୁ ସୁଚାରୁ ରୂପେ ପରିଚାଳନା ଓ ସମ୍ପାଦନ କରାଯାଇଥିଲା । ରିପୋର୍ଟ - ପ୍ରିୟବ୍ରତ ପଣ୍ଡା
ବ୍ଲକ୍ ଡ଼ାଟା ଏଣ୍ଟ୍ରି ଅପରେଟର୍ ଙ୍କ ପ୍ଲାଜମା ଦାନ I
Laxmikanta Nath 2020-09-27 20:55:42
ବେଲଗୁଣ୍ଠା,:- ପ୍ରବାସୀ ନିଜ ଭିଟାମାଟିକୁ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ କରୋନାର ତାଣ୍ଡବ ଆରମ୍ଭ ହୋଇଥିଲା I କିନ୍ତୁ ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀ, ପୋଲିସ୍, ଡାକ୍ତରଙ୍କ ପ୍ରଚେଷ୍ଟା ତଥା ଜନ ସାଧାରଣଙ୍କ ସହଯୋଗରେ ଗତ ଅଗଷ୍ଟ ମାସରୁ ଗଞ୍ଜାମରେ କରୋନା ସଂକ୍ରମଣର ହାର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ପାଇଁ ଗଞ୍ଜାମ ଉଦାହରଣ ପାଲଟିଛି I କରୋନା ମୃତ୍ୟୁ ହାରକୁ ରୋକିବା ପାଇଁ ଗଞ୍ଜାମରେ ପ୍ଲାଜମା ଥେରାପୀ ଆରମ୍ଭ କରାଗଲା ପରେ କରୋନାରୁ ସୁସ୍ଥ ହୋଇଥିବା ବହୁ ଜନ ସାଧାରଣ ତଥା କରୋନା ଯୋଦ୍ଧା ମାନେ ସ୍ୱତଃ ପ୍ରବୃତ୍ତ ଭାବେ ପ୍ଲାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କୁ ବଞ୍ଚାଇବାରେ ସହାୟକ ହୋଇଥିଲେ I ସେହିପରି ବେଲଗୁଣ୍ଠI ଯୋଗାଣ ବିଭାଗର ଜଣେ ଡ଼ାଟା ଏଣ୍ଟ୍ରି ଅପରେଟର୍ ନିଜର ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି I ସୂଚନା ପ୍ରକାରେ ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ ବିଡିପୁର ନିକଟସ୍ଥ ମହୁଲପଲ୍ଲୀ ଗ୍ରାମର ଶ୍ରୀକାନ୍ତ ଜେନା (20) ବେଲଗୁଣ୍ଠI ବ୍ଲକ୍ ଯୋଗାଣ ବିଭାଗରେ ଡ଼ାଟା ଏଣ୍ଟ୍ରି ଅପରେଟର୍ ଭାବେ କାର୍ଯ୍ୟ କରନ୍ତି I ଗତ ଜୁଲାଇ ମାସ ଦୁଇ ତାରିଖରେ ତାଙ୍କର ସ୍ୱାବ ରିପୋର୍ଟ୍ ପଜିଟିଭ ଆସିଥିବା ବେଳେ ସେ ଭଞ୍ଜନଗର କୋଭିଡ କେୟାର୍ ସେଣ୍ଟର୍ ରେ ଜୁଲାଇ ଆଠ ତାରିଖ ପର୍ଯ୍ୟନ୍ତ ରହି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ I କରୋନାରୁ ସୁସ୍ଥ ହେଲା ପରେ ଶ୍ରୀ ଜେନା ସେପ୍ଟେମ୍ବର ପାଞ୍ଚ ତାରିଖରେ ବ୍ରହ୍ମପୁର ବଡ଼ ମେଡିକାଲ ଯାଇ ପ୍ଲାଜମା ଦାନ ପାଇଁ ସାମ୍ପଲ୍ ଦେଇ ଆସିଥିଲେ I ଆଜି ଅର୍ଥାତ ସେପ୍ଟେମ୍ବର 25 ତାରିଖରେ ଶ୍ରୀ ଜେନା ବ୍ରହ୍ମପୁର ମେଡିକାଲକୁ ଯାଇ ନିଜର ପ୍ଲାଜମା ଦାନ କରିଥିଲେ I ଶ୍ରୀ ଜେନା ଏହିଭଳି କାର୍ଯ୍ୟକ୍ରମକୁ ବିଡିଓ ଶଶି ଭୂଷଣ ମହାପାତ୍ର, ତହସିଲଦାର ସରୋଜ କୁମାର ବେହେରା, ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୁରୀ ବେଲ୍ଲଗୁଣ୍ଠା ପ୍ରେସ କ୍ଲବ ସମେତ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀକାନ୍ତ ଙ୍କୁ ସାଧୁବାଦ ଜଣାଇଛନ୍ତି
ବେଲଗାମରେ ଚାଲିଛି ଧାମରା-ତାଳଚୁଆ ଫେରିଘାଟ
Laxmikanta Nath 2020-09-27 20:55:36
ଭଦ୍ରକ : ଭଦ୍ରକ ଜିଲ୍ଲାର ଧାମରା- କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଫେରିଘାଟରେ ନାହିଁ ନଥିବା ଭିଡ । ସରକାରୀ ବୋଟ ସାଥୀକୁ ବେସରକାରୀ ଭାବରେ ଚାଲିଛି ଦୁଇଟି ମୋଟରବୋଟ । ହେଲେ ଯାତ୍ରୀଙ୍କ ସୁରକ୍ଷା ପାଇଁ କୈାଣସି ପ୍ରକାରର ବ୍ୟବସ୍ଥା ନଥିବା ବେଶ ପରିଲକ୍ଷିତ ହେଉଛି । ଏହି ଫେରିଘାଟରେ ଯାତ୍ରୀଙ୍କ ସୁରକ୍ଷା ସରକାରୀ ହେଉକି ବେସରକାରୀ ସ୍ତରରେ କୈାଣସି ପ୍ରକାରର ବ୍ୟବସ୍ଥା କରାନଯିବା ଜନସାଧାରଣଙ୍କୁ ବେଶ ଚକିତ କରିଛି । ସରକାରୀ ବୋଟରେ ନାହିଁ ନଥିବା ଭିଡ । ଧାମରାରୁ ଜଳପଥରେ କମ ସମୟ ତଥା କମ ଖର୍ଚ୍ଚରେ ନିଜ ଗନ୍ତବ୍ୟସ୍ଥଳରେ ପହଂଚିପାରୁଥିବାରୁ ଯାତ୍ରୀଙ୍କ ପାଇଁ ସୁଗମ ହୋଇପାରିଛି । ଏଠାରେ ସୂଚନାଦିଆଯାଇପାରେ,ଧାମରା-ତାଳଚୁଆ-ସୁବର୍ଣ୍ଣପୁର ଫେରିଘାଟରେ ଦୈନିକ ପାଖାପାଖି କ ହଜାରରୁ ଉର୍ଦ୍ଦ ଯାତ୍ରୀ ଯାତାୟାତ କରିଥାନ୍ତି । ଏହି ଫେରିଘାଟ ସମୁଦ୍ରର ମୁହାଣ ତଥା ଭିତରକନିକାରେ କୁମ୍ଭୀର ପ୍ରଜନ କେନ୍ଦ୍ର । ଧାମରା ରୁ ବୋଟଟି ବାହାରିବା ପରେ ଯଦି ମଝି ସମୁଦ୍ରରେ ଡଙ୍ଗାବୁଡି ଘଟଣା ପରି ଅଘଟଣ ଘଟେ ତାହେଲେ କଥା ସରିଲା । ହୁଏତ କିଏ ପାଣିରେ ବୁଡି ମରିବ ଆଉ ଯିଏ ବଂଚିଲା କୁମ୍ଭୀର ହାବୁଡରେ ପଡିବା ଥଅ । ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ଆମେ ସରକାରୀ ବୋଟ ଡ୍ରାଇଭରଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେହେଁ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଥିଲେ । ଗୋଟିଏ ବେସରକାରୀ ବୋଟର ଡ୍ରାଇଭର ଆମକୁ ଦେଖି ବୋଟରେ ବସିଥିବା ଯାତ୍ରୀମାନଙ୍କୁ ବୋଟରୁ ଉଲ୍ଲାଇଯିବା ପାଇଁ କାନରେ କହିଥିଲେ । ଫଳରେ ଯାତ୍ରୀମାନେ ଉହ୍ଲାଇ ଆସି ଆମେ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ପ୍ରାୟତଃ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ପରେ ଆମେ ଭଦ୍ରକ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ୍ତ ବାଗଙ୍ଗ ସହ ଯୋଗାଯୋଗ କରିବା ପରେ ଯାଂଚ ପକ୍ରୀୟାକୁ ତ୍ୱରାନ୍ୱୀତ କରାଯାଇ ପକ୍ଷେପ ନିଆଯିବ ବୋଲି ଫୋନରେ ଜଣାଇଛନ୍ତି ।
ନିଶା ମାଫିଆଙ୍କ କବ୍ଜାରେ ଭଦ୍ରକ : ଅସଲି କଥା କିଏ ପଚାରେ ନକଲି ଯାହାକୁ ଯେତେ
Laxmikanta Nath 2020-09-27 20:55:29
ଭଦ୍ରକ : ନିଶା ମାଫିଆଙ୍କ କବ୍ଜାରେ ଭଦ୍ରକ ସହର l ଗଳିକନ୍ଦିରେ ବେଆଇନ୍ କାରବାର l ଶୋଇଯାଇଛି ଅବକାରୀ ବିଭାଗ l ତେବେ ଜିଲା ଅବକାରୀ ବିଭାଗ ଭଦ୍ରକ ସଦର ମହକୁମାରେ ରହି ସେମାନଙ୍କ ଗତିବିଧି ଓ ଚୋରା କାରବାର ସଂପର୍କରେ ସୂଚନା ପାଉନାହିଁ କିପରି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏହା ଜିଲା ଗୁଇନ୍ଦା ବିଭାଗର ବିଫଳତା ନା ଅବକାରୀ ଓ ପୁଲିସ୍ ବିଭାଗର ନିଷ୍କ୍ରିୟତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅପରପକ୍ଷରେ ଭଦ୍ରକ ଜିଲ୍ଲାର କୋଣେ ଅନୁକୋଣେ ପାନ ଦୋକାନ ଠାରୁ ଆରମ୍ଭ କରି ତେଜରାତି ଦୋକାନମାନଙ୍କରେ ବି ମିଳିପାରୁଛି ଚୋରା ମଦ । ଅସଲି କି ନକଲି ସେସଂପର୍କରେ କିଏ ବୁଝୁଛି । ସନ୍ଧ୍ୟା ହେଉ ଅବା ସକାଲ ଛକରୁ ଅତି ସହଜରେ ମଦ ମିଳିପାରୁଥିବାରୁ ମଦ୍ୟପମାନଙ୍କ ଆଡ୍ଡା ଜମିବାରେ ଲାଗିଛି । ମଦ୍ୟପମାନଙ୍କ ସାମାଜିକ ରିତିନିତୀ ଛଳଣି ବିଗିଡିବାରେ ଲାଗିବା ସହ ଅପରାଧିକ ମନୋବୃତି ପାଇଁ ପୋଲିସକୁ ନାକେଦମ ହେବାକୁ ପଡୁଛି । ତେଣେ ନିଘୋଡ ନିଦରେ ଥିବା ଅବକାରୀ ବିଭାଗ ସବୁଜାଣି ନୀରବ । ଦରମା ସାଙ୍ଗକୁ ଉପୁରି ବେଶ ଆରାମ । ଏପରିକି ବ୍ରାଉନ ସୁଗାର ବ୍ୟବସାୟବି ଗାଁ ଗଣ୍ଡାରେ ପହଂଚିଲାଣି । କେତେକ ସମାଜସେବୀ ଏନେଇ ପୋଲିସ ନିକଟରେ ଅଭିଯୋଗ ଆଣିଲେ ଏହା ଅବକାରୀ ବିଭାଗର କାମ ତାଙ୍କ ନିକଟରେ ଅଭିଯୋଗ ଆଣିବାକୁ ପରାମର୍ଶ ଦେଉଥିବା ଶୁଣିବାକୁ ମିଳୁଛି ।
ଯୋଜନା ଥାଇ ମଧ୍ୟ ଅସହାୟ ମହିଳା ଅନ୍ନପୂର୍ଣ୍ଣାଙ୍କୁ ମିଳୁନି ପକ୍କା ଘର
Laxmikanta Nath 2020-09-27 20:55:23
ଭଦ୍ରକ : ରାଜ୍ୟ ସରକାରଙ୍କ କହୁଛନ୍ତି ନା କେହି ଭୋକିଲା ରହିବେ ନା କେହି କଚ୍ଚା ଘରେ ରହିବେ | ,ସ୍ଲୋଗାନ ଦେଉଛନ୍ତି ସରକାର । କିନ୍ତୁ ବାସ୍ତବ ଚିତ୍ର ଅଲଗା । ସରକାର ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ କରିଚାଲିଛନ୍ତି ଯୋଜନା ପରେ ଯୋଜନା । ହେଲେ ଅସଲରେ ଏବେ ବି ଅନେକ ଗରିବ ଓ ଅସହାୟ ପରିବାର ଏହି ଯୋଜନାର ସଫଳତା ପାଇବାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ହେଉଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ତିହିଡି ବ୍ଲକସ୍ଥ ଦୌଲତପୁର ଗ୍ରାମପଂଚାୟତ ଅନ୍ତର୍ଗତ କାଲୁଣି ପୋଖରୀ ଗାଁରେ ।ଏହି ଗ୍ରାମର ଅସହାୟ ବିଧବା ମହିଳା ଅର୍ଣ୍ଣପୂର୍ଣ୍ଣ। ଜେନାଙ୍କ ଘର । ଯିଏବି ଏହି ଘରକୁ ଦେଖୁଛି ସରକାରଙ୍କ ଯୋଜନା ଉପରେ ପ୍ରଶ୍ନ କରୁଛି । ଘରର ଅବସ୍ଥା ଏମିତି ଯେ ଦିନରେ ସୂର୍ଯ୍ୟ ଓ ରାତ୍ରିରେ ଚନ୍ଦ୍ର ଆଲୋକରେ ଆଲୋକିତ । ଘରର ଚାଳ ଛପର ପଚି ଗଳି ଗଲାଣି କାନ୍ଥ ମଧ୍ୟ ପଡ଼ିଗଲାଣି । ବର୍ଷା ହେଲେ ଅବସ୍ଥା କହିଲେ ନ ସରେ । ସେହି ଭଙ୍ଗା କୁଟିରର ଗୋଟିଏ ଜାଗାରେ ରହିବା, ଖାଇବା ଓ ରୋଷେଇ କରିବା ସବୁକିଛି । ନିଜର ଦୁଇ ଝିଅଙ୍କୁ ବିବାହ ଦେଇସାରିବା ପରେ ସମ୍ପୁର୍ଣ୍ଣ ବେସାହାରା ହୋଇପଡିଛି ଅର୍ଣ୍ଣପୂର୍ଣା । ମାସିକ 5 kg ଚାଉଳ ଓ 500 ଟଙ୍କା ବଞ୍ଚିବାର ଏକ ମାତ୍ର ମାଧ୍ୟମ । ସରକାର ମୁଣ୍ଡ ଗୁଞ୍ଜିବାକୁ ଘରଖଣ୍ଡେ ଦେଲେ ମୁଁ ବହୁତ ଖୁସି ହୁଅନ୍ତି ବୋଲି ଦରଦ ଭରା କଣ୍ଠରେ କୁହନ୍ତି ବିଧବା ଅସହାୟ ମହିଳା ।ସରପଞ୍ଚ ଠାରୁ BDO ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିସାରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଅନ୍ନପୂର୍ଣ୍ଣା |
पूर्व नगर कार्यवाह द्वारा शिशु मंदिर परिसर सेनेटाइजेशन कराया गया
Vivek Gupta 2020-09-27 20:54:44
खिरकिया, 27 सितंबर 2020, (आरएनआई)। कोरोंना काल की विषम चुनौतियो के बीच शासन के निर्देशानुसार विधालय खोलने के पूर्व सम्पूर्ण विद्यालय परिसर को कक्षाओं सहित सेनेटाइजेशन कराया जाना अनिवार्य है, इसी कड़ी मे सरस्वती शिशु मंदिर खिरकिया के 22 कक्षाकक्षो को लेटबाथ एवं मैदान सहित संघ के पूर्व नगर कार्यवाह एवं वर्तमान मे नगर के शासकीय, अशासकीय शिक्षण संस्थानो सहित व्यवसायिक प्रतिष्ठानो को सेनेटाइज करने वाले सेनेटाइजेशन व्यवसायी भजनलाल विश्नोई द्वारा सेनेटाइज करवाया गया, सेनेटाइजेशन विद्यालय प्राचार्य महेंद्र यादव, प्रधानाचार्य प्रभात साकल्ये, वरिष्ठ आचार्य दीपक पूरी, राहुल मीणा, मोहन चौरे की देखरेख मे संम्पन्न कराया गया, पूर्व नगर कार्यवाह भजनलाल विश्नोई जी के प्रति संस्था के प्राचार्य एवं प्रबंध समिति ने सहयोग के लिए आभार ज्ञापित कर सामाजिक कार्यों के प्रति अनुग्रह बनाये रखने की कामना प्रकट की गई l
పేకాట ఆడుతూ 5 అరెస్టు
Mohamad Abdul Musaveer 2020-09-27 20:54:17
జగిత్యాల జిల్లాలో పేకాట స్థావరo పై దాడి 5 గురిని అదుపులో కి తీసుకొని వారి వద్దనుండి ₹13,030/- రూపాయలు స్వాధీనం చేసుకున్న పోలీసులు*
ట్రాక్టర్లతో రైతుల ర్యాలీ
Mohamad Abdul Musaveer 2020-09-27 20:54:11
కొత్త రెవెన్యూ చట్టాన్ని స్వాగతిస్తూ భారీ ట్రాక్టర్ ర్యాలీ.నూతన రెవెన్యూ చట్టానికి మద్దతుగా జగిత్యాల జిల్లా ధర్మపురి నియోజకవర్గంలో ఆదివారం రెండు వేల ట్రాక్టర్లతో రైతుల ర్యాలీ నిర్వహించి సీఎం కేసీఆర్‌కు ధన్యవాదాలు తెలియజేశారు. ధర్మపురి నియోజకవర్గంలోని ఆరు మండలంలోని 156 గ్రామాలకు చెందిన రైతులు ఉదయం ధర్మపురి మండలం రాయపట్నం చేరుకొని అక్కడి నుంచి ధర్మపురి వరకు ట్రాక్టర్లతో భారీ ర్యాలీ తీశారు .ఈ ర్యాలీ లో పెద్దపల్లి పార్లమెంట్ సభ్యులు వెంకటేష్ నేత గారు, జగిత్యాల జడ్పీ ఛైర్ పర్సన్ దావ వసంత గారు, DCMS ఛైర్మన్ ఎల్లాల శ్రీకాంత్ రెడ్డి గారు, ZPTC లు PASC ఛైర్మన్ లు,
జగిత్యాలలో ప్రైవెట్ టీచర్లకు ఐటా ఆర్థిక సాయం
Mohamad Abdul Musaveer 2020-09-27 20:54:05
జగిత్యాల ప్రైవెట్ టీచర్లకు ఐటా ఆర్థిక సాయం ,జగిత్యాల పట్టణ ఐటా అధ్వర్యం అదివారం జగిత్యాల కు చెందిన పలు ప్రైవెట్ టీచర్లకు తమ వంతు సాయంగా రూ. 1,25,000 సాయంను ఫోర్ట హై స్కూల్ లో అదించారు. ఈ సందర్భంగా వారు మాట్లాడుతూ కరోనా కారణంగా ప్రైవెట్ స్కూల్లో పని చేసే ఉపాధ్యాయులకు వేతనాలు అందక తీవ్ర ఇబ్బందులు ఎదుర్కొంటూన్నారని, వారి ఆర్థిక పరిస్థితి, కష్టాల గురించి తెలుసుకొని వారికి అండగా ఉండాటానికి జగిత్యాల ఐటా ఆధ్వర్యంలో తమ వంతు సాయంగా జగిత్యాల ఉర్దు టీచర్లు రూ. 1,25,000 సాయాన్ని 50 మంది టీచర్లకు ఆదించిన్నట్లు తెలిపారు. ఈ కార్యక్రమంలో sheob ఉల్ హక్, ఇమాద్ ఉద్దీన్, మోకిం ఉద్దీన్, ఇంతీయాజ్ ఉర్ రహమాన్,ఫహీం అంజద్ సమీ ఉద్దీన్ ఖతీబ్ అఫ్జల్ తదితరులు పాల్గొన్నారు.
కొండ లక్ష్మణ్ బాపూజీ గారి 105 వ జయంతి
Mohamad Abdul Musaveer 2020-09-27 20:54:00
జగిత్యాల జిల్లా. పోలీసు ప్రధాన కార్యాలయంలో కొండ లక్ష్మణ్ బాపూజీ గారి 105 వ జయంతి వేడుకలు ఘనంగా నిర్వహించడం జరిగింది. పోలీస్ ప్రధాన కార్యాలయ ఆవరణలో ఏర్పాటు చేసిన కార్యక్రమంలో డీఎస్పీ ప్రతాప్ గారు కొండలక్ష్మణ్ బాపూజీ గారి చిత్రపటానికి పూలమాలవేసి వేసి నివాళులర్పించారు.
रजत कुमार गुप्ता और सीमा किरण एनयूजे के उपाध्यक्ष बने; प्रेस काउंसिल सदस्य आनंद राणा संगठन सचिव मनोनीत; दीपक राय, शीतल करदेकर और सीमा मोहन सचिव नियुक्त किए गए
Root News of India 2020-09-27 17:08:18
नई दिल्ली, 27 सितंबर 2020, (आरएनआई)। झारखंड यूनियन ऑफ जर्नलिस्ट्स के अध्यक्ष और राष्ट्रीय खबर के मुख्य संपादक रजत कुमार गुप्ता तथा वीर अर्जुन की फीचर संपादक सीमा किरण को नेशनल यूनियन ऑफ जर्नलिस्ट्स (इंडिया) का उपाध्यक्ष मनोनीत किया गया है। प्रेस काउंसिल ऑफ इंडिया में एनयूजे के सदस्य और दिल्ली जर्नलिस्ट्स एसोसिएशन के पूर्व महासचिव आनंद राणा को संगठन सचिव मनोनीत किया गया है। महाराष्ट्र की शीतल करदेकर, पश्चिम बंगाल के दीपक राय और हिमाचल प्रदेश की सीमा मोहन को सचिव नियुक्त किया गया है।

Top Stories

Home | Privacy Policy | Terms & Condition | Why RNI?