HIGHLIGHTS


Claiming special respect for Kantkabi Laxmikant Mohapatra

Laxmikanta Nath 2020-06-02 22:03:47    STATE 3327




Claiming special respect for Kantkabi Laxmikant Mohapatra
Bhadrak,02th(RNI): A statue of Laxmikant Mohapatra, a poet at Bypass Chowk, has been missing for a long time. It has been alleged that the statue has been lying in a state of disrepair for a long time. Laxmidhar Bishwal, a social activist, was sitting under the broken statue of Laxmikant Mohapatra at Bypass Square today demanding the erection of the statue. The pride and glory of the state and the country has been strongly condemned in the district for the neglect of Laxmikant Mohapatra in his district. Bande Utkal Janani music composed by this great personality was sung by people from all over the state in a few days in honor of the Karona warrior. Extensive preparations were made for the song to be sung in the district as well to honor the Karona warrior. But sadly, the district administration forgot that the music we are singing is the hallmark of our district. But questions have been raised about the circumstances under which Khod was disrespected in his district. Despite repeated protests from various organizations and the media, the district administration has not taken the issue seriously. "If no statue of Kant is erected on the bypass in the next four days, the general public movement in Bhadrak district will be widened," said social activist Laxmidhar Biswal.




Related News

State

सूखा भोजन वितरण
Laxmikanta Nath 2020-07-12 19:39:36
भद्रक: सामाजिक कार्यकर्ता की मृत्यु के दिन अनाथों को सूखा भोजन वितरित किया गया था। भद्रक शहर के एक प्रमुख सामाजिक कार्यकर्ता, भद्रक लायंस क्लब के पूर्व अध्यक्ष और ओडिशा लायंस क्लब के पूर्व डिप्टी गवर्नर, बरपदा इंजीनियरिंग कॉलेज के पूर्व संपादक स्वर्गीय शरत कुमार महांती का 12 वां श्राद्ध दिवस मनाया गया है। दिवंगत परिवार के एक सामाजिक कार्यकर्ता ममता महखंती ने संस्था को वित्तीय सहायता प्रदान की। कार्यक्रम में वरिष्ठ पत्रकार हेमंत सिंह और लिपिका राउत ने सहायता की।
ଶୁଖିଲା ଖାଦ୍ୟ ବଣ୍ଟନ
Laxmikanta Nath 2020-07-12 19:39:30
ଉଦ୍ରକ : ସମାଜସେବିଙ୍କ ଶ୍ରାଦ୍ଧ ଦିବସରେ ଅନାଥ ଶିଶୁଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା । ଭଦ୍ରକ ସହରର ବିଶିଷ୍ଟ ସମାଜସେବୀ ବରପଦା ଇଞ୍ଜିନିୟରିଂ କଲେଜ ର ପୂର୍ବତନ ସଂପାଦକ,ଭଦ୍ରକ ଲାୟନ୍ସକ୍ଲବ ର ପୂର୍ବତନ ସଭାପତି ତଥା ଓଡିଶା ଲାୟନସ କ୍ଲବ ର ପୂର୍ବତନ ଡେପୁଟି ଗଭନର ସ୍ୱର୍ଗତ ଶରତ କୁମାର ମହାନ୍ତିଙ୍କ 12ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।ସକାଳେ ତିଳ ତର୍ପଣ ପରେ ଚାରିଘରିଆ ଠାରେ ଥିବା ଶିଶୁପରିଚାର୍ଯ୍ୟ ଅନୁଷ୍ଠାନ ବାଛଲ୍ଯ ଠାରେ ଅନାଥ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ସ୍ଵର୍ଗତ ପରିବାରର ସମାଜସେବୀକା ମମତା ମହାନ୍ତି ଅନୁଷ୍ଠାନକୁ ଆଥିକ ସହାୟତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ, ଲିପିକା ରାଉତ ସହଯୋଗ କରିଥିଲେ ।ପ୍ରକାଶ ଥାଉକି ଅନାଥ, ମାତୃ ପିତୃ କୁ ହରାଇ ଥିବା କୋମଳମତି ଶିଶୁ ମାନେ ଏଠାରେ ରହିଆସୁଥିବା ବେଳେ ଶ୍ରାଦ୍ଧ ଦିବସରେ ଏହି ମହାନ କାର୍ଯ୍ୟକୁ ଅନୁଷ୍ଠାନ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି।
ସାନଖେମୁଣ୍ଡି ଶିଶୁ ବିକାଶ ପ୍ରକଳ୍ପରେ ଥିବା ମହିଳାଙ୍କ କରୋନାରେ ମୃତ୍ୟ
Laxmikanta Nath 2020-07-12 19:39:26
ବ୍ରହ୍ମପୁର: କରୋନା ଭୁତାଣୁ ସଂକ୍ରମଣ ବିଭୀଷିକା ନେଇ ସାନଖେମୁଣ୍ଡି ଅଞ୍ଚଳ ଚର୍ଚ୍ଚାରେ ଥିବା ବେଳେ ବହୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦୃଷ୍ଟିଗୋଚର ହେଉଅଛି ।ଅଞ୍ଚଳ କରୋନା ବିରୋଧୀ ସଂଗ୍ରାମରେ ପ୍ରଶାସନ ସଜାଗ ଥିବା ଅବସରରେ ସ୍ଥିତି ନିୟନ୍ତ୍ରଣ ବାହାରେ ଥିବା ଆକାଜନ ହେଉଥିଲେ ମଧ୍ୟ ପ୍ରମୁଖ ଯୋଦ୍ଧା ଭାବେ କାର୍ଯ୍ୟ ନିର୍ବାହ କରୁଥିବା ବହୁ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମଣ ର ଶିକାର ହୋଇଥିବା ତଥ୍ୟ ରହିଅଛି ।ପରନ୍ତୁ ସାନଖେମୁଣ୍ଡି ଶିଶୁ ବିକାଶ ସେବା ପ୍ରକଳ୍ପରେ କାର୍ଯ୍ୟରତ ଜନୈକ ପରିଦର୍ଶିକା ଶ୍ରୀମତୀ ଅଶାନ୍ତ ପାତ୍ର ନାମ୍ନୀ ମହିଳାଙ୍କ ଆଜି କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଆଲୋଚନା ହେଉଅଛି ।
ପଞ୍ଚାୟତରେ କୋଭିଡ-୧୯ ପରିଚାଳନା ତାଲିମ
Laxmikanta Nath 2020-07-12 19:39:20
ଛତ୍ରପୁର : ଗ୍ରାମାଞ୍ଚଳରେ ସଂକ୍ରମଣକୁ ରୋକିବା ଉପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱାରୋପ କରିଛନ୍ତି।ଏ କ୍ଷେତ୍ରରେ ଜିଲ୍ଲାପାଳ ସରପଞ୍ଚ ଓ ଅନ୍ୟ ଜନପ୍ରତିନିଧିଙ୍କ ସହଯୋଗ ଲୋଡିଛନ୍ତି।ପ୍ରତି ପଞ୍ଚାୟତରେ କୋଭିଡ ମନିଟରିଂ ପାଇଁ ପ୍ରତି ପଞ୍ଚାୟତରେ ୱାର୍ଡ କମିଟି ସହ ଏକ ହ୍ଵାଟ୍ସଆପ ଗ୍ରୁପ ଗଠନ କରିବାକୁ ସରପଞ୍ଚ ମାନଙ୍କୁ କୁହାଯାଇଛି।ପ୍ରତି ପଞ୍ଚାୟତରେ କୋଭିଡ ପରିଚାଳନା ସଭା କରାଯାଇ ଗ୍ରାମବାସୀଙ୍କୁ ସଚେତନ ଓ ସଂକ୍ରମଣ ପ୍ରତିକାରର ବିଧିବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।ତଦନୁଯାୟୀ ଶନିବାର ସ୍ଥାନୀୟ ହିଞ୍ଜିଳି ବ୍ଳକ ଖରିଡା ପଞ୍ଚାୟତରେ ନୋଡାଲ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଏବଂ ତହସିଲଦାର ଗୋପୀନାଥ କୁଅଁର ପ୍ରମୁଖ ଯୋଗ ଦେଇ ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।ସମ୍ପୃକ୍ତ ପଞ୍ଚାୟତର ୧୪ ଟି ୱାର୍ଡରେ ପ୍ରତି ୱାର୍ଡ ଅନୁଯାୟୀ ଅଙ୍ଗନବାଡି, ଆଶା, ୱାର୍ଡ ସଭ୍ୟ, ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦିକା ଆଦି ୫ଜଣଙ୍କୁ ନେଇ ୭୦ଜଣ ସଦସ୍ୟ ଓ ୧୪ ଜଣ କୋଭିଡ ମନିଟରଙ୍କୁ ନେଇ ଗଠିତ କୋଭିଡ କେୟାର ପରିଚାଳନା କମିଟି ପ୍ରତି ସମୀକ୍ଷା କରିଥିଲେ।ପରେ ଅଧିକାରୀମାନେ ଏହାର ସାଧନ,ସଂକ୍ରମଣ ରୋକିବାର ବ୍ୟବସ୍ଥା, ପ୍ରତିକାର ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ବିସ୍ତୃତ ଭାବେ ପ୍ରକାଶ କରିଥିଲେ।ତାଲିମ କାର୍ଯ୍ୟକ୍ରମରେ ସରପଞ୍ଚ ରଘୁନାଥ ବେହେରା, ମନୋଜ ପ୍ରଧାନ,ଜିଆରଏସ ଶ୍ରୀକାନ୍ତ ପଣ୍ଡା ଓ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।ସେହିପରି ସ୍ଥାନୀୟ ବ୍ଲକର ଦୁର୍ବନ୍ଧ, ଶିକିରି, ପୁଟିଆ ପଦର,ମକରଝୋଳ, ଦୟାପଲ୍ଲୀ, ଦାରୁଭଦ୍ରା, ଶାସନ ଆମ୍ବଗାଁ ଓ ଗଣ୍ଡଳା ଆଦି ପଞ୍ଚାୟତରେ କୋଭିଡ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପିଇଓ ବିଜୟ କୁମାର ସେଠୀ, ଅଶ୍ୱିନୀ କୁମାର ସାହୁ,ଏସ ରାଜେଶ ରାଓ, ଶିବରାମ ରଣା, ରାଜେନ୍ଦ୍ର କୁମାର ପଟ୍ଟନାୟକ,ପ୍ରତାପ ସାହୁଏବଂ ବୈଷ୍ଣବ ମଣ୍ଡଳ ପ୍ରମୁଖ ନୋଡାଲ ଅଧିକାରୀ ତାଲିମ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। ରିପୋର୍ଟ-ପ୍ରିୟବ୍ରତ ପଣ୍ଡା
हरदा के बारंगा में मंत्री ने किया खेतों का भ्रमण
Vivek Gupta 2020-07-12 19:19:18
हरदा, 12 जुलाई 2020, (आरएनआई)। किसान कल्याण तथा कृषि विकास मंत्री श्री कमल पटेल ने हरदा जिले के बारंगा गाँव के खेतों में भ्रमण कर किसानों द्वारा लगाई गई सोयाबीन की फसल का अवलोकन किया। उन्होंने कहा कि कृषि वैज्ञानिक एवं डायग्नोस्टिक टीम लगातार खेतों का भ्रमण करें तथा फसलों को कीटव्याधि से बचाने के लिए उचित सलाह किसानों को दें। फसलों की अच्छी पैदावार के लिए किसानों को लगातार मार्गदर्शन देते रहें। इस अवसर पर मंत्री श्री पटेल ने खेत में ट्रैक्टर भी चलाया।
पांच मरीज़ कोरोना को परास्त कर घर लौटें
Vivek Gupta 2020-07-12 19:17:00
हरदा, 12 जुलाई 2020, (आरएनआई)। हरदा जिले में कोरोना संक्रमित मरीज़ों के स्वस्थ होकर घर लौटने का सिलसिला जारी हैं। रविवार को जिला चिकित्सालय हरदा के कोविड वार्ड में भर्ती 5 मरीजो के ठीक होने पर उन्हें डिस्चार्ज किया गया, इनमें कुलहरदा निवासी 40 वर्षीय पुरुष, संजय वार्ड निवासी 54 वर्षीय महिला, ग्वाल नगर निवासी 30 वर्षीय पुरुष व 22 वर्षीय महिला एवं जयशक्ति होम्स निवासी 34 वर्षीय पुरुष शामिल है। उन्हें आवश्यक दवाओ के साथ अगले 14 दिन घर पर ही रहने की सलाह दी गई है।इस दौरान सिविल सर्जन डॉ शिरीष रघुवंशी, डॉ. मनीष शर्मा, श्रीमती यशोदा चौकीकर स्टाफ नर्स भी उपस्थित रहे।
किल कोरोना अभियान के अंतर्गत 4 लाख 82 हज़ार लोगों की स्क्रीनिंग हुई
Vivek Gupta 2020-07-12 19:16:03
हरदा, 12 जुलाई 2020, (आरएनआई)। मध्यप्रदेश शासन के निर्देशानुसार जिले में किल कोरोना अभियान जारी है। अभियान के तहत डोर टू डोर सर्वे का कार्य मेडिकल टीम द्वारा किया जा रहा है। स्वास्थ्य कार्यकर्ता अवकाश के दिन भी स्क्रीनिंग का कार्य कर रहे हैं। रविवार को हरदा शहरी क्षेत्र के लिए गठित स्वास्थ्य टीम ने कलेक्टर बंगले पहुंचकर कलेक्टर श्री अनुराग वर्मा एवं उनके परिवार का स्वास्थ्य परीक्षण किया। एएनएम अर्चना सोलंकी, आशा कार्यकर्ता सुनीता साहू एवं रंजना साहू तथा आंगनवाड़ी कार्यकर्ता अलका मालवीय द्वारा स्क्रीनिंग की गई।
କରୋନା କୁ ନେଇ ଜନସାଧାରଣ କୁ ଅନୁରୋଧ କଲେ ଜିଲ୍ଲାପାଳ ଅମୃତ କୁଲାଙ୍ଗେ
Laxmikanta Nath 2020-07-12 18:59:45
ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଏକ ଭିଡିଓ ମାଧ୍ୟମରେ ଜନସାଧାରଣ ନିମନ୍ତେ ଅନୁରୋଧ ପୂର୍ବକ ବାର୍ତ୍ତା ପ୍ରଦାନ କରିଛନ୍ତି ।ଯଦି କୌଣସି ବ୍ୟକ୍ତିଙ୍କ ପାଖରେ କରୋନା ଲକ୍ଷଣ କିଛି ସମସ୍ୟା ତଥା ଜ୍ୱର,ଥଣ୍ଡା କାଶ ଓ ଡାଇରିଆ ଦେଖାଯାଏ ତେବେ ଏହାକୁ ନ ଲୁଚାଇ ଆଶା ଓ ଅଙ୍ଗନବାଡ଼ି କର୍ମୀ ଙ୍କୁ ଜଣାଇବା ସହ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ସହଯୋଗ କରନ୍ତୁ ।ଘରେ ରୁହନ୍ତୁ ଆବଶ୍ୟକ ନଥିଲେ ପଦାରେ ବୁଲା ବୁଲି କରନ୍ତୁ ନାହିଁ ।ପ୍ରଶାସନ ର ଆଦେଶ ମାନି ଚଳନ୍ତୁ ।
ଛତ୍ରପୁର ବିଭିନ୍ନ ପଞ୍ଚାୟତ ରେ କଣ୍ଟାଇନମେଣ୍ଟ ଘୋଷଣା ସହିତ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ।
Laxmikanta Nath 2020-07-12 18:59:39
ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବଉଳଗାଁ ଓ ସୁନ୍ଦରପୁର ଗାଁକୁ ୭ ଦିନ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସୁନ୍ଦରପୁର ଗାଁରେ ୨ଜଣ ପଜିଟିଭ୍‌ ଚି଼ହ୍ନଟ ଫଳରେ ଜିଲାପାଳ କ୍ଷମତା ପ୍ରୟୋଗ କରି ସରପଞ୍ଚ ସସ୍ମିତା ମହାକୁଡ଼ ଶନିବାର ଉକ୍ତ ଗାଁକୁ ୭ଦିନ ଶଟ୍‌ଡାଉନ ଘୋଷଣା କରିଛନ୍ତି। ସେହିପରି ଜଣେ ପଜିଟିଭ୍‌ ଚି଼ହ୍ନଟ ପରେ ରବିବାର ବଉଳଗାଁକୁ ସ୍ଥାନୀୟ ସରପଞ୍ଚ ସରୋଜିନି ମହାରଣା ମଧ୍ୟ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଓ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରିଛନ୍ତି। କୌଣସି ଲୋକ ବାହାରକୁ ଯିବା ଓ ବାହାରୁ କୋଣସି ଲୋକ ଗ୍ରାମକୁ ଆସିବାକୁ ବାରଣ କରାଯାଇଛି। ପ୍ରତ୍ୟେକ ଲୋକ ଘରେ ରହିବେ। ପୋଖରୀ ରେ ମଧ୍ୟ ଗାଧୋଇବା ବାରଣ ରହିଛି। ଏହି ନିୟମକୁ କୌଣସି ବ୍ୟକ୍ତି ଅମାନ୍ୟ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି । କରୋନା ଭୁତାଣୁ ସଂକ୍ରମଣ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ଶହ ଆଣ୍ଟିଜେନ୍ କିଟ୍ ଜିଲ୍ଲାକୁ ପଠାଯାଇଛି ।ଏନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଣ୍ଟିଜେନ୍ ଟେଷ୍ଟ୍ ଆରମ୍ଭ କରାଯାଇଛି । ଯାହା ଫଳରେ ଲୋକମାନେ କରୋନାରେ ଆକ୍ରାନ୍ତ ହୋଇଥବା ସହଜରେ ଜଣାପଡ଼ିଯିବ ବୋଲି ଜଣାଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକରେ ଆଣ୍ଟିଜେନ୍ ଟେଷ୍ଟିଂ ଗତ ଦୁଇଦିନ ତଳେ ସୁନ୍ଦରପୁର ପଞ୍ଚାୟତରେ ଆରମ୍ଭ ହୋଇଥିବା ବେଳେ ଗତକାଲି ବଡ଼ମାଧପୁର ପଞ୍ଚାୟତରେ ମଧ୍ୟ ୫୧ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇ ଥିବା ଜଣାପଡିଛି । କିନ୍ତୁ ଏଥିରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି କି ନାହିଁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ରିପୋର୍ଟ-ପ୍ରିୟବ୍ରତ ପଣ୍ଡା
ଛାତ୍ରୀଙ୍କ କ୍ରୁତିତ୍ୱ, ଆଗକୁ ଅଧ୍ୟାପିକା ହୋଇ ଶିକ୍ଷାଦାନ କରିବେ
Laxmikanta Nath 2020-07-12 18:59:35
ଭଦ୍ରକ : ଭଦ୍ରକ ବ୍ଲକ ଅଧୀନ ସା ହାଡ଼ା ଗ୍ରାମର ଛାତ୍ରୀ ଚଳିତ ବର୍ଷର ଆ,ସିଏସ ଇ ର ମାଟ୍ରିକ ପରୀକ୍ଷାରେ ୯୬ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ରେ ପ୍ରଥମ ସ୍ତାନ ଅଧିକାର କରିଛନ୍ତି।ସେ ଇଚ୍ଛାପୁର ର କାରମେଲ ବିଦ୍ୟାଳୟ ରେ ଅଧ୍ୟୟନ କରିଥିଲେ। ତାଙ୍କ ପିତା ବିଶ୍ୱଭୂଷଣ ଜଣେ କମ୍ପାନୀ ରେ କାମ କରୁଥିଲା ବେଳେ ମା ଅବନ୍ତି ଜଣେ ଗୃହିଣୀ। ଆଗକୁ ଅଧିକ ପାଠ ପଢି ଅଧ୍ୟାପିକା ହେବେ ବୋଲି ଲକ୍ଷ ରଖିଛନ୍ତି।
ଆଇନଜୀବି ପ୍ରଫୁଲ୍ଲ ସାମଲଙ୍କ ପରଲୋକ
Laxmikanta Nath 2020-07-12 18:59:30
ଭଦ୍ରକ : ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପ୍ରାଥମିକ ସେବା ସମବାୟ ସମିତିର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଫୁଲ୍ଲ ସାମଲ(୬୩) ଙ୍କର ଗତ ଗୁରୁବାର ରାତ୍ରରେ ରାଣୀଗଡିଆ ବାସଭବନରେ ପରଲୋକ ହୋଇଯାଇଛି । ଗତ କିଛଇ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ମରଶରୀରକୁ ବାରୁଣୀ ଘାଟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏକମାତ୍ର ପୁଅ ଆଶିଷ ମୁଖାଗ୍ନି ଦେଇଥିଲେ । ଭଦ୍ରକ କୋର୍ଟରେ ଆଇନ ବ୍ୟବସାୟ ସହ ସମାଜସେବାରେ ସେ ନିୟୋଜିତ ଥିଲେ । ତାଙ୍କ ବିୟୋଗରେ ବିଜେପି ନେତା ବଦ୍ରୀନାରାୟଣ ଧଳ, ଭୀମସେନ ନାୟକ, ମଣ୍ଡଳ ସଭାପତି ମୁକୁନ୍ଦ ଚରଣ ମଲ୍ଲିକ, ଦେବେନ୍ଦ୍ର ବରାଳ, କରୁଣାକର ତରାଇ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଅନ୍ତମଦର୍ଶନ କରିଥିଲେ ।
सुलतानपुर- महानिदेशक ने कोविड-19, संचारी रोगों की रोकथाम, स्वच्छ पेयजल, जल निकासी व्यवस्था के सम्बन्ध में जनप्रतिनिधियों एवं सम्भ्रान्त नागरिकों के साथ किया जन संवाद
Shyam Chandra Srivastav 2020-07-12 18:53:37
सुलतानपुर, 12 जुलाई 2020, (आरएनआई)। महानिदेशक राज्य ग्राम्य विकास संस्थान तथा उ0प्र0 प्रशासन एवं प्रबन्धन अकादमी उ0प्र0 श्री एल0 वेंकटेश्वर लू/नोडल अधिकारी ने मा0 विधायक सुलतानपुर, अध्यक्ष नगर पालिका परिषद सुलतानपुर, समस्त वार्ड सभासदों एवं शहर के सम्भ्रान्त नागरिकों के साथ पं0 राम नरेश त्रिपाठी सभागार में बैठक कर जन संवाद स्थापित किया। उन्होंने नगर की पेयजल व्यवस्था, स्वच्छता एवं कूड़ा निस्तारण की स्थिति, संचारी रोगों के प्रति जागरूकता एवं किये जा रहे प्रयासों के सम्बन्ध में विचार आमंत्रित किये। उप जिलाधिकारी सदर रामजी लाल ने विगत 03 दिनों से महानिदेशक महोदय द्वारा किये गये भ्रमण एवं दिये गये निर्देशों पर विस्तृत प्रकाश डालते हुए पूर्ण अनुपालन कराये जाने का आश्वासन दिया। मुख्य चिकित्सा अधिकारी डॉ0 सीबीएन त्रिपाठी ने अवगत कराया कि मच्छर जनित, जल जनित एवं मानव जनित बीमारियों पर सभी के सहयोग से ही नियंत्रण पाया जा सकता है। उन्होंने कोविड-19 से बचाव हेतु मास्क लगाने, शारीरिक दूरी बनाये रखने एवं प्रत्येक 02 घण्टे पर साबुन से हस्तप्रक्षालन की अनिवार्यता पर बल दिया।
ବଣସାହି ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷିତ; ୬୦ ନମୁନା ସଂଗ୍ରହ
Laxmikanta Nath 2020-07-12 17:59:29
ଭଦ୍ରକ : ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣବାଡ ପଞ୍ଚାୟତର ଉତ୍ତରବାଡ ରାଜସ୍ୱ ଗ୍ରାମର ବଣସାହିକୁ ଶନିବାର ଠାରୁ ଚଉଦ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଆବଶ୍ୟକୀୟ କଟକଣା ଲଗାଯାଇଛି । ସଂପୃକ୍ତ ଗ୍ରାମର ଜନୈକ ୨୯ବର୍ଷୀୟ ଯୁବକ କଟକ ବଡମେଡିକାଲରେ ଚିକିତ୍ସାଧିନ ଥିବା ବେଳେ କରୋନା ସଂକ୍ରମିତ ଜଣାପଡିବାରୁ ସରପଞ୍ଚ ବିଜୟ ଶଙ୍କର ମହାନ୍ତି ଏହି ପଦକ୍ଷେପ ନେଇଛନ୍ତି । ଗତ ପ୍ରାୟ ଦୁଇ ମାସ ପୂର୍ବେ ୧୬ନଂ ଜାତୀୟ ରାଜପଥର ଧାମନଗର ଛକ ନିକଟରେ ଯୁବକ ଜଣକ ସଡକ ଦୁର୍ଘଟଣାରେ ଆହତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ସେ ସୁସ୍ଥ ହୋଇ ଘରକୁ ଫେରି ନାହାନ୍ତି । ମାତ୍ର ପରିବାର ଓ ସମ୍ପର୍କିୟମାନେ ଚିକିତ୍ସାଧିନ ଯୁବକ ନିକଟକୁ ବାରମ୍ବାର ଯାଇ ସଂସ୍ପର୍ଶରେ ଆସିଥିବାରୁ ପଞ୍ଚାୟତ ପକ୍ଷରୁ ପ୍ରତିକାରାତ୍ମକ ପଦକ୍ଷେପ ଭାବେ ବଣସାହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏଥିସହ ଦକ୍ଷିଣବାଡ ପଞ୍ଚାୟତକୁ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ତିନି ଦିନ ପାଇଁ ମଧ୍ୟ ସଟଡାଉନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ସଂସ୍ପର୍ଶ ଭାବେ ସଂପୃକ୍ତ ଯୁବକଙ୍କ ପରିବାରର ଦଶଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ସଙ୍ଗରୋଧରେ ରଖାଯାଇଛି । ଏଥିସହ ବିଭିନ୍ନ ଟି.ଏମ.ସି.ରୁ ୩୫ ଜଣ ଓ କମ୍ୟୁନିଟରୁ ୧୫ଜଣଙ୍କ ମୋଟ ୬୦ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି ।
ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଉମାକାନ୍ତ ସ୍ୱାଇଁଙ୍କ ପରଲୋକ
Laxmikanta Nath 2020-07-12 17:59:25
ଭଦ୍ରକ : ଭଣ୍ଡାରିପୋଖରୀ ବ୍ଲକ ନଗୁଆଁ ପଞ୍ଚାୟତ ଅନ୍ତର୍ଗତ ହେଲପୁର ଗ୍ରାମର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଉମାକାନ୍ତ ସ୍ୱାଇଁଙ୍କ ଗତ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି । ୧୯୨୦ ମସିହା ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ସ୍ୱାଧିନତା ସଂଗ୍ରାମୀ ସଂଯୋଗ ବଶତଃ ୨୦୨୦ ମସିହା ଜୁଲାଇ ୧୦ ତାରିଖରେ ହିଁ ପ୍ରାଣତ୍ୟାଗ କରିଛନ୍ତି । ଗତ ଆଠ ମାସ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଯତିନ୍ଦ୍ର ମୋହନ, ବୋହୂ ସରୋଜିନୀ, ନାତି ନାତୁଣୀ ଉପସ୍ଥିତ ଥିଲେ । ସତ୍ୟନଗର ସ୍ଥିତ ଶ୍ମଶାନ ଘାଟରେ ଶେଷକୃତ୍ୟ ସମାପନ କରାଯାଇଥିଲା । ଏକମାତ୍ର ପୁତ୍ର ଯତିନ୍ଦ୍ର ମୋହନ ସ୍ୱାଇଁ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ସ୍ୱାଇଁ ୧୯୪୨ ମସିହା ‘ଭଣ୍ଡାରିପୋଖରୀ ଥାନାପୋଡି’ରେ ସକ୍ରିୟ ଅଂଶଗ୍ରହଣ କରିବା ସହ ସ୍ୱାଧିନତା ଆନ୍ଦୋଳନ ପାଇଁ ଜନସାଧାରଣଙ୍କୁ ସଙ୍ଗଠିତ କରିଥିଲେ । ବିଦେଶୀ ଦ୍ରବ୍ୟ ବର୍ଜନ ପାଇଁ ଜନସାଧାରଣଙ୍କୁ ପ୍ରବର୍ତ୍ତାଇବାରେ ତାଙ୍କର ବିଶେଷ ଭୂମିକା ଥିଲା । ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଦା ସର୍ବଦା ନିରାଡମ୍ବର ଜୀବନଯାପନ କରୁଥିଲେ । ସ୍ୱାଧିନତା ପରେ ନିଜ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ନିଜର ସ୍ୱତନ୍ତ୍ର ଅବଦାନ ରଖିଥିଲେ । ଗତ ଛଅ ମାସ ପୂର୍ବେ ତାଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ ହୋଇଯାଇଥିଲା । ତାଙ୍କ ବିୟୋଗରେ ବିଭିନ୍ନ ବ୍ୟକ୍ତିବିଶେେ ଓ ସଙ୍ଗଠନ ପକ୍ଷରୁ ଶୋକ ପ୍ରକାଶ ପାଇଛି ।
ପାଲା : ଆମ ସଂସ୍କୄତି ଓ ପରମ୍ପରା ପାଲା ଆକାଶର ଉଜ୍ଜ୍ୱଳ ନକ୍ଷତ୍ର, ନିରଞ୍ଜନ ପଣ୍ଡା
Laxmikanta Nath 2020-07-12 17:59:06
ଭୁବନେଶ୍ୱର : ପାଲା ଜଗତରେ ଉଚ୍ଚ ଶିକ୍ଷିତ ଗାୟକ ଭାବେ ପାଦ ଦେଇଥିଲେ ଡକ୍ଟର ନିରଞ୍ଜନ ପଣ୍ଡା । ୧୯୪୨ ମସିହା ଜାନୁଆରି ୪ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମଲ୍ଲିକେଶ୍ୱରପୁର ଗ୍ରାମରେ ଏକ କୁଳୀନ ବ୍ରାହ୍ଣଣ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ବାପା ସୁନାକର ପଣ୍ଡା ଥିଲେ ଜଣେ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି, ଯାହାଙ୍କର ପ୍ରଭାବ ପଡିଥିଲା ନିରଞ୍ଜନଙ୍କ ଉପରେ । ପିଲାଟି ଦିନରୁ କଳା, ସାହିତ୍ୟ, ସଙ୍ଗୀତ ପ୍ରତି ନିରଞ୍ଜନଙ୍କର ବହୁ ଆଗ୍ରହ ରହିଥିଲା । ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ସହ ଓଡିଆ ପୁରାଣ, ସାହିତ୍ୟ, କର୍ମକାଣ୍ଡ ଆଦି ସେ ବାପାଙ୍କଠାରୁ ଶିଖିଯାଇଥିଲେ । ଶିକ୍ଷିତ ପରିବାରରେ ଜନ୍ମ ଗ୍ରହଣ କରିଥିବା ନିରଞ୍ଜନ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡିଆରେ ପ୍ରଥମ ଶ୍ରେଣୀରେ ଏମ.ଏ. ପାସ୍ କରିବା ପରେ ରେଭେନ୍ସା କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ଉଚ୍ଚ ଶିକ୍ଷା ଗ୍ରହଣ କରିବା ସମୟରେ ନିରଞ୍ଜନ ପାଲା ପ୍ରତି ଆକୃଷ୍ଟ ହୋଇଥିଲେ । ନିଜେ ଜଣେ ପାଲା ଗାୟକ ହେବାକୁ ମନସ୍ଥ କରିଥିଲେ । ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନଙ୍କୁ ଗୁରୁଭାବେ ଗ୍ରହଣ କରି ତାଙ୍କଠାରୁ ସେ ପାଲା ଶିଖିଥିଲେ । ଜଣେ ପ୍ରତିଷ୍ଠିତ ଅଧ୍ୟାପକ ସହ ପାଲା ଜଗତରେ ଜଣେ ଧୂରୀଣ ଗାୟକ ଥିଲେ ଡକ୍ଟର ପଣ୍ଡା । ରେଭେନ୍ସା କଲେଜରେ ବାଦୀପାଲାର ଆୟୋଜନ କରିବା ଏବଂ ସୁପ୍ରସିଦ୍ଧ ଗାୟକମାନଙ୍କୁ ବିଜ୍ଞ, ପ୍ରଖ୍ୟାତ ସାହିତ୍ୟିକଙ୍କ ଦ୍ୱାରା ଉପାଧି ପ୍ରଦାନ କରିବାର ପରମ୍ପରା ସୃଷ୍ଟି କରିବା ପଛରେ ଥିଲା ଡକ୍ଟର ପଣ୍ଡାଙ୍କର ଉଦ୍ୟମ । ହରିନାଥଙ୍କୁ ଗାୟକ ରତ୍ନ, ନିରଞ୍ଜନ କରଙ୍କୁ ଗାୟକ ଶିରୋମଣି, ବୈଷ୍ଣବ ପ୍ରଧାନଙ୍କୁ ଗାୟକ ସମ୍ରାଟ୍, ପରମାନନ୍ଦ ଶରଣଙ୍କୁ ଗାୟକ ଚନ୍ଦ୍ର ଆଦି ଉପାଧି ରେଭେନ୍ସା କଲେଜ ହିଁ ପ୍ରଦାନ କରିଥିଲା । ରେଭେନ୍ସା କଲେଜ ସହ ସମ୍ବଲପୁରର ଗଙ୍ଗାଧର ମେହେର କଲେଜ, ଅନୁଗୋଳ ସରକାରୀ କଲେଜ, ଢେଙ୍କାନାଳ ମହାବିଦ୍ୟାଳୟ, ଭୁବନେଶ୍ୱରର ରାଜଧାନୀ କଲେଜ ଓ ବିଜେବି କଲେଜ, ପୁରୀର ଏସସିଏସ କେଲଜ, ଗଞ୍ଜାମର ଖଲିକୋଟ ମହାବିଦ୍ୟାଳୟରେ ସେ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । କଟକର ଜାତୀୟ କବି ବିରକିଶୋର ମହାବିଦ୍ୟାଳୟରୁ ବିଭାଗୀୟ ମୁଖ୍ୟଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ ପ୍ରଫେସର ନିରଞ୍ଜନ ପଣ୍ଡା । ପାଲାକୁ ଜାତୀୟ ସ୍ତରରେ ପହାଇବାରେ ଡକ୍ଟର ନିରଞ୍ଜନ ପଣ୍ଡାଙ୍କର ରହିଛି ପ୍ରମୁଖ ଭୂମିକା । ଧୀରେନ ଦାଶଙ୍କ ସହ ମିଶି ସେ ପ୍ରଥମେ ପାଲା ସମ୍ପର୍କୀତ ଗବେଷଣାତ୍ମକ ପୁସ୍ତକ ରଚନା କରିଥିଲେ । ଉଭୟଙ୍କ ଲିଖିତ ‘ଓଡିଶାର ପାଲା’ ଶୀର୍ଷକ ପୁସ୍ତକକୁ ସାହିତ୍ୟ ଏକାଡେମୀ ପ୍ରକାଶ କରିଥିଲା । ଜଣେ ଆଦର୍ଶ ଅଧ୍ୟାପକ ସହ ପ୍ରତିଷ୍ଠିତ ଗାୟକ ଏବଂ ଜଣେ ସୁସାହିତ୍ୟିକ ଥିଲେ ଡକ୍ଟର ପଣ୍ଡା । ସେ ଅଂଶୁପା, ଅମ୍ବରୀଷ ଆଦି କାବ୍ୟ ରଚନା କରିବା ସହ ବହୁ ପତ୍ର ପତ୍ରିକାରେ ଅନେକ ପ୍ରବନ୍ଧ ରଚନା କରିଛନ୍ତି । ସାମାଜିକ ଜୀବନରେ ପ୍ରଫେସର ପଣ୍ଡା ଥିଲେ ଅତି ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ । ବାଦୀପାଲାରେ ସେ କେବେ କୌଣସି ପ୍ରତିପକ୍ଷ ଗାୟକଙ୍କୁ କଟୁ ସମାଲୋଚନା କରନ୍ତି ନାହିଁ, ବରଂ ଉପାଦେୟ ପରାମର୍ଶ ଦିଅନ୍ତି । ସେ ଜଣେ ସଫଳ ସଂଗଠକ ଭାବେ ପାଲା ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି । ଦୀର୍ଘବର୍ଷ ଧରି ସେ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ଉପସଭାପତି ଦାୟିତ୍ୱରେ ରହିଥିଲେ । ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ପାଲା ଏବଂ ପାଲା କଳାକାରଙ୍କ ପାଇଁ ସେ ଥିଲେ ସମର୍ପିତ । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ପୁରପଲ୍ଲୀ ତଥା ବହୁ ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ତାଙ୍କୁ ଗାୟକ ସୁଧାକର, ଗାୟକ ବିଦଗ୍ଧ ବିନୋଦ, ଗାୟକ ରସଶ୍ରୀ, ଗାୟକ ଲଳିତ ଆଦି ଉପାଧିରେ ଭୂଷିତ କରିଛନ୍ତି । ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତି ପ୍ରାପ୍ତ କଳାକାର ରହିବା ସହ ସେ ଆଧ୍ୟାତ୍ମିକ ଚ୍ୟାନେଲ ପ୍ରାର୍ଥନାର ବାଦୀପାଲା କାର୍ଯ୍ୟକ୍ରମରେ ଜଜ୍ ଭାବେ କାର୍ଯ୍ୟ ତୁଲାଇଥିଲେ । ଜଣେ ସମୀକ୍ଷକ ଓ ବିଚାରପତି ଭାବେ ତାଙ୍କ ପରାମର୍ଶ ଏବଂ ଉପଦେଶକୁ ପାଲା କଳାକାରମାନେ ଅକୁଣ୍ଠ ଚିତ୍ତରେ ଗ୍ରହଣ କରୁଥିଲେ । ପାଲା ଆକାଶର ଏହି ଉଜ୍ଜ୍ୱଳ ନକ୍ଷତ୍ର ୨୦୧୯ ମସିହା ଡିସେମ୍ବର ୩୧ ତାରିଖରେ ସବୁଦିନ ପାଇଁ ଅସ୍ତ ହୋଇଗଲେ । ଆଜି ତାଙ୍କର ପାର୍ଥିବ ଶରୀର ନାହିଁ ସତ, ହେଲେ ସେ ତାଙ୍କ ପାଲା ମାଧ୍ୟମରେ ସବୁଦିନ ପାଇଁ ଅମର । ସ୍ବତନ୍ତ୍ର ଉପସ୍ଥାପନା : ଲକ୍ଷ୍ମୀକାନ୍ତ ନାଥ
हरदोई मे कोरोना से पुलिस क्षेत्राधिकारी की मौत
Laxmi Kant Pathak 2020-07-12 17:53:31
हरदोई, 12 जुलाई 2020, (आरएनआई)। हरदोई जिले के हरियावां सर्किल के पुलिस उपाधीक्षक नागेश मिश्रा का आज पीजीआई लखनऊ मे उपचार के दौरान निधन हो गया। बताया जाता है कि दिनांक 07 जुलाई को सायंकाल में ड्यूटी के दौरान अस्वस्थ होने पर हरदोई के एक निजी अस्पताल में उपचार हेतु भर्ती कराया गया जहाँ से दिनांक 08.07.2020 को मिडलेैण्ड हास्पिटल, महानगर- लखनऊ रेफर किया गया। दिनांक 09 जुलाई को कोरोना रिपोर्ट पॉजिटिव आने पर डॉ0 राम मनोहर लोहिया कोविड चिकित्सालय में उपचार प्रारम्भ हुआ स्वास्थ्य में सुधार न होने पर बेहतर उपचार हेतु दि0 11-07-2020 को एस जी पी जी आई राजधानी करोना हॉस्पिटल लखनऊ में लाया गया । आज दि0 12-07-2020 को सुबह उपचार के दौरान उनका निधन हो गया । श्री नागेश मिश्रा के परिवार में श्रीमती आर्या मिश्रा (पत्नी), श्रीमती अनीता व ऋचा (विवाहित पुत्रियां ) व शांतनु मिश्रा (पुत्र) हैं।
सुचेता राज सिंह का मनाया गया जन्मदिन।
Laxmi Kant Pathak 2020-07-12 17:09:08
हरदोई, 12 जुलाई 2020, (आरएनआई)। महाराणा प्रताप सेना के राष्ट्रीय अध्यक्ष डॉ राजवर्धन सिंह परमार ने अपनी पत्नी राष्ट्रीय उपाध्यक्ष सुचेता राज सिंह के साथ केक काटकर मनाया जन्मदिन ।। प्रदेश मीडिया प्रभारी हरदोई जिलाध्यक्ष आशीष सिंह राजा ने बताया सुचेता राज सिंह दिल्ली हाई कोर्ट से वकालत भी करती है और हरदोई से जिला पंचायत सदस्य के चुनाव की तैयारी भी कर रही है। प्रदेश उपाध्यक्ष सुमन सिंह ने सुचेता राज सिंह के जन्मदिन पर गरीबो को राशन , मास्क वितरण किये व दीर्घायु होने की कामना की प्रदेश अध्यक्ष अमरजीत सिंह जी व राष्ट्रीय उपाध्यक्ष युवा अखिलेश चौधरी,राष्ट्रीय सदस्यता प्रमुख प्रियांशी पांडेय जी ने जन्मदिन की बधाई दी । ये जानकारी प्रदेश मीडिया प्रभारी आशीष सिंह राजा ने दी। इस मौके पर हरदोई जनपद के सभी पदाधिकारियों ने सोशल मीडिया व फोन करके बधाई दी।
वार्डो में कूड़ा डालने का स्थान निर्धारित करते हुए कूड़ेदान रखवायें :- जिलाधिकारी
Laxmi Kant Pathak 2020-07-12 17:05:44
हरदोई, 12 जुलाई 2020, (आरएनआई)। जिलाधिकारी पुलकित खरे ने आज रेलवेगंज की नई बस्ती, गुप्ता कालोनी, मिल कालोनी, मंगलीपुरवा एवं सैयापुरवा का भ्रमण कर जल भराव एवं साफ-सफाई का गहनता से निरीक्षण किया। नई बस्ती में एक प्लाट में काफी जल भराव एवं गंदगी होने के साथ सुगर व गायों द्वारा उसमें विचरण करने पर नाराजगी व्यक्त करते हुए अधिशासी अधिकारी नगर पालिका परिषद रवि शंकर शुक्ला को निर्देश दिये ऐसे स्थानों पर व्यापक स्तर पर सफाई कराये तथा छुट्टा जानवर छोड़ने वालों को तत्काल प्रभाव से नोटिस जारी करें। नई बस्ती में डेरियों के सम्बन्ध में जिलाधिकारी ने ईओ से कहा कि मोहल्लों में गंदगी फैलाने वाले डेरी वालों के खिलाफ कड़ी कार्यवाही करते हुए एफआईआर दर्ज करायें तथा एक व्यक्ति द्वारा मास्क न लगाये जाने पर ईओ के माध्यम से जुर्माना कराया।
विवाहिता को किया आग के हवाले, मौत
Pranjal Gupta 2020-07-12 16:45:35
पीलीभीत, 12 जुलाई 2020, (आरएनआई)। यूपी के पीलीभीत जिले में एक विवाहिता को बीते माह आग के हवाले कर दिया गया जिसके बाद इलाज के दौरान आज उसकी मौत हो गयी। वही विवाहिता के परिजनों ने ससुरालियों पर दहेज के खातिर आग के हवाले करने का आरोप लगाते हुए थाने में तहरीर दे दी है। पुलिस ने शव को कब्जे में लेकर पोस्टमार्टम के लिए भेज दिया है।
नाजायज चाकू के साथ दो अभियुक्त गिरफ्तार
Pranjal Gupta 2020-07-12 16:45:30
पीलीभीत, 12 जुलाई 2020, (आरएनआई)। यूपी के पीलीभीत जिले में अपराधियों के विरुद्ध चलाए जा रहे अभियान के क्रम में आज पुलिस ने दो अभियुक्तों को गिरफ्तार किया है। वही गिरफ्तार हुए दोनो अभियुक्तों के पास से पुलिस ने एक-एक नाजायज चाकू भी बरामद किया है। आपको बता दे कि गिरफ्तार हुआ पहला अभियुक्त हिस्ट्रीशीटर इकबाल खां पुत्र सरदार खां थाना जहानाबाद इलाके के चक कटैया गांव का निवासी है। वही दूसरा अभियुक्त कुंवर सेन पुत्र रामप्रसाद प्रसाद थाना जहानाबाद इलाके के कंजानाथ पट्टी गांव का है निवासी है। पुलिस ने दोनो अभियुक्तों के खिलाफ 221/2020 व 222/2020 धारा 4/25 आर्म्स एक्ट पंजीकृत कर चालान कर दिया है।

Top Stories

Home | Privacy Policy | Terms & Condition | Why RNI?